ଖଣ୍ଡଗିରି ଯାତ୍ରାକୁ ନେଇ ବଡ଼ ଖବର, ନିଶା-ସାହୁ ଭାଉଜ…

ଭୁବନେଶ୍ୱର,୧୪।୧:ଏଣିକି ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା। ଆଉ ଭୁବନେଶ୍ବର ଖଣ୍ଡଗିରିରେ ନାଚି ପାରିବେନି ଆଇଟମ ଡ୍ୟାନ୍ସର। ଚଳିତବର୍ଷ ଭୁବନେଶ୍ୱର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଲୀଳ ନୃତ୍ୟ। ଏନେଇ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ନିଶା,ସାହୁ ଭାଉଜ, ରାଣୀଙ୍କ ଭଳି ଡ୍ୟାନ୍ସରଙ୍କୁ ଏଥର ନାଚିବା ମନା।

କହିରଖୁଛୁ କି, ମାଘ ସପ୍ତମୀରୁ ଅର୍ଥାତ୍‌ ଫେବ୍ରୁଆରି ୬ ରୁ୧୭ ଚାଲିବ ଯାତ୍ରା ମହାସମର। ଏନେଇ ମଇଦାନକୁ ୧୨ ଯାତ୍ରା ପାର୍ଟି ଓହ୍ଲାଉଛନ୍ତି।

Share