Categories: Video

Barabati battle । ବାରବାଟୀ ଫାଇଟ୍

The craze for the India VS WI final ODI match at Barabati has to be seen to be believed. This is going to be the decisive match between the countries given their current draw. Here is what cricket lovers have to say about the match.

ଏବେ ସବୁଠି ବାରବାଟୀ କ୍ରେଜ । ଆଉ ଅଳ୍ପ ସମୟର ଅପେକ୍ଷା । ବାରବାଟୀରେ ଭାରତ ଇଣ୍ଡିଜ୍ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି , ଏହି ମ୍ୟାଚ୍ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ହେବ କାରଣ ପୂର୍ବରୁ ମ୍ୟାଚ୍ ୧-୧ରେ ବରାବର ରହିଛି । ତେବେ ବାରବାଟୀ ଫାଇଟକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କେତେ ଉତ୍କଣ୍ଠା ରହିଛି ଚାଲନ୍ତୁ ଦେଖିବା ।