ବାଂଲାଦେଶୀ ନାବାଳିକା ଚାଲାଣ ପଡ଼ିଲା ମହଙ୍ଗା: ଚାକିରି ନାଁରେ…

ଭୁବନେଶ୍ୱର,୧୮।୧୧: ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି। NIA ଭୁବନେଶ୍ବର ସ୍ପେଶାଲ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିଥିବା ବେଳେ ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଇବା ଅଭିଯୋଗ ହୋଇଛି। ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବାକୁ ଉଦ୍ୟମ ହୋଇଛି।

Dharitri – Odisha’s No.1 Odia Daily

Share