ବାଲେଶ୍ୱର ଜେଲର ନିଲମ୍ବିତ

ବାଲେଶ୍ୱର, ୧୪।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କାରାଗାର (ଜେଲ୍‌)ର ଜେଲର୍‌ ପ୍ରଦୀପ୍ତ କୁମାର ମହାଳିକ ମଙ୍ଗଳବାର ନିଲମ୍ବନ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ ଡିଜି ସୁଶାନ୍ତ ନାଥ ତାଙ୍କୁ ନିଲମ୍ବନ କରିଛନ୍ତି। ବିଭାଗୀୟ ନିୟମ ଉଲ୍ଲଂଘନ ଓ ଜେଲ୍‌ରେ ସୁରକ୍ଷା ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily