Categories: Video

ବାବୁ ମହଲ: କାର କିଣିଲେ ମାଝିବାବୁ

କଥାରେ ଅଛି ‘ଶସ୍ତା ରୁ ହିନସ୍ତା’। ଠିକ୍ ଭାବରେ ଅନୁଧ୍ୟାନ ନ କରି ଶସ୍ତାରେ ଜିନିଷ କିଣିବା ଦ୍ୱାରା ଅନେକ ସମୟରେ ହଇରାଣ ହେବାକୁ ପଡ଼ିଥାଏ। ଏଥର ବାବୁ ମହଲ ର ପ୍ରସଙ୍ଗ ହେଉଛି “କାର କିଣିଲେ ମାଝିବାବୁ” ।

This video is not allowed for reuse/ redistribution in any form and manner on any source. Copyright owner : Dharitri Live