Categories: Video

ବାବୁ ମହଲ: ଗଣେଷ ପୂଜା

‘ଗଣେଷ ଚତୁର୍ଥୀ’ ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଏହି ପର୍ବକୁ ବହୁ ଆଡ଼ମ୍ବରରେ ପାଳନ କରାଯାଏ, କିନ୍ତୁ କିଛି ଅସାମାଜିକ ଯୁବକ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରି ମଜା ମଜଲୁସ୍ କରନ୍ତି । ଏଥର “ବାବୁ ମହଲ” ର ପ୍ରସଙ୍ଗ ହେଉଛି “ଗଣେଷ ପୂଜା” ।