Categories: Video

ଓଡ଼ିଶାରେ କ୍ରିକେଟ୍ ତାଲିମ୍ ଦେବେ ଆଝାରୁଦ୍ଦିନ୍

ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲ ବୁଲି ଦେଖିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନୟାକ ମହମ୍ମଦ ଆଝାରୁଦ୍ଦିନ । କେଟି ଗ୍ଲୋବାଲ ସ୍କୁଲରେ ଏକ କ୍ରିକେଟ ଏକାଡେମୀ ହେବାକୁ ଯାଉଛି। ଏହି ଏକାଡେମୀର ସ୍ୱତନ୍ତ୍ର ଦାୟିତ୍ୱ ମହମ୍ମଦ ଆଝାରୁଦ୍ଦିନଙ୍କ ଉପରେ ରହିବ। ମହମ୍ମଦ ଆଝାରୁଦ୍ଦିନ ଓ ତାଙ୍କ ଟିମ ସମସ୍ତ ପ୍ରକାର କ୍ରିକେଟ କୋଚିଂ ଦେବେ ।