ଲାଇଫ୍‌ଷ୍ଟାଇଲରେ ଅଟମ୍‌-ଓ୍ବିଣ୍ଟର କଲେକ୍ସନ

ଭୁବନେଶ୍ୱର,୧।୯: ଦେଶର ପ୍ରମୁଖ ଫ୍ୟାଶନ ପ୍ରତିଷ୍ଠାନ ଲାଇଫ୍‌ଷ୍ଟାଇଲ ପକ୍ଷରୁ ଅଟମ୍‌-ୱିଣ୍ଟର କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି କଲେକ୍ସନରେ ଫ୍ୟାଶନ-ଫର୍‌ୱାର୍ଡ ଓ କଣ୍ଟେମ୍ପରାରି ପିସ୍‌ ଆଦି ସାମିଲ ରହିଛି। ଏପରିକି ଉକ୍ତ କଲେକ୍ସନରେ ପାଷ୍ଟେଲ୍‌ ଓ ପେଣ୍ଟର୍‌ଲି ଫ୍ଲୋରାଲରେ ଏକ ନୂଆ ରେଞ୍ଜର ଟ୍ରେଣ୍ଡି ଓ କଣ୍ଟେମ୍ପରାରି ଏଥ୍‌ନିକ୍‌ ୱେର ରହିଛି। ଏହା ଭାରତୀୟ ଡିଜାଇନର ସ୍ପେସ୍‌ରୁ ଅନୁପ୍ରାଣିତ ହୋଇଛି, ଯାହା ଚଳିତ ଋତୁରେ ଆପଣଙ୍କର ପାର୍ବଣଗୁଡିକୁ ଗ୍ଲାମ୍‌ ଅପ୍‌ କରିବ। ଏହି ନୂଆ କଲେକ୍ସନ ଉଭୟ ପୁରୁଷ ଓ ମହିଳା ପୋଷାକ ବର୍ଗରେ ସ୍ବତନ୍ତ୍ର ଓ କଣ୍ଟେମ୍ପରାରି ଟ୍ରେଣ୍ଡଗୁଡିକର ପ୍ରତିଶ୍ରୁତି ଦେଉଛି। ମହିଳା ଶପରମାନେ ନିଶ୍ଚିତ ରୂପେ ରୋଚକପୂର୍ଣ୍ଣ ସିଲ୍‌ହୌଟେ ଥିବା ପପ୍‌ ଡ୍ରେସ୍‌ଗୁଡିକ ଦ୍ୱାରା ଆନନ୍ଦିତ ହେବେ ଏବଂ ଅମ୍ବ୍ରେ ସିକ୍ୱିନ୍‌ସ, ମେଟାଲିକ୍‌ ଟ୍ରିମ୍‌ ଓ କୋର୍‌ସେଟ୍‌ ସହ ଚିକ୍‌ ପାର୍ଟିୱେରକୁ ହାସଲ କରିପାରିବେ। ସେହିଭଳି ପୁରୁଷଙ୍କ ପାଇଁ ଏଠାରେ ରିଫ୍ଲେକ୍ଟିଭ୍‌ ପ୍ରିଣ୍ଟ୍‌ ଓ ଇଣ୍ଟରାକ୍ଟିଭ୍‌ ଟେକ୍ସଟ୍‌ ସହ ଟି ରହିଛି, ଯାହାକୁ ପପ୍‌ ଗ୍ରାଫିକ୍ସ ସହ ସ୍କେଟର ଷ୍ଟାଇଲ୍‌ ଜିନ୍ସ ସହ ଷ୍ଟାଇଲିଶ୍‌ ଭାବେ ପେୟାର କରାଯାଇପାରିବ।
ଏ ସମ୍ପର୍କରେ ଲାଇଫ୍‌ଷ୍ଟାଇଲର ମାର୍କେଟିଂ ବିଭାଗର ଆସିଷ୍ଟାଣ୍ଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ରୋହିଣୀ ହାଲ୍‌ଡିଆ କହିଛନ୍ତି, ଲାଇଫ୍‌ଷ୍ଟାଇଲରେ ଆମେ ପ୍ରତ୍ୟେକ ସିଜନ୍‌ ସହ ବିକଶିତ ହେବା ଓ ଆମର କଲେକ୍ସନକୁ ଉନ୍ନତ କରିବାରେ ବିଶ୍ୱାସ ରଖିଥାଉ। ଆମର ନୂଆ ଅଟମ୍‌/ୱିଣ୍ଟର୍‌ କଲେକ୍ସନ ବିଭିନ୍ନ ଟ୍ରେଣ୍ଡ ସହ ଫ୍ୟାଶନ ପରିମାଣକୁ ବୃଦ୍ଧି କରୁଛି। ଏହା ଆମ ଉପଭୋକ୍ତାଙ୍କୁ ଏହି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟଗୁଡିକୁ ବାଧାହୀନ ଭାବେ ପ୍ରଦର୍ଶିତ କରିବାକୁ ଅନୁପ୍ରାଣିତ କରିବ। ନୂଆ କଲେକ୍ସନର ଶୁଭାରମ୍ଭ ସହ ଆମେ ଆମର ଗ୍ରାହକଙ୍କୁ ଆମର ଷ୍ଟୋର୍‌ ଓ ଅନ୍‌ଲାଇନରେ ଏହି କଲେକ୍ସନକୁ ଏକ୍ସପ୍ଲୋର୍‌ କରିବା ପାଇଁ ଆମନ୍ତ୍ରିତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri