Posted inUncategorized

ଘରକୁ ପୋକ ଆସୁଛନ୍ତି କି? ଜାଣନ୍ତୁ କେମିତି ଦୂରକରିବେ ଏହି ସମସ୍ୟା

ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁ ଅଧିକ ହୋଇଯାଇଥାଏ। ତେବେ ଘର ଭିତରେ ଏମାନଙ୍କ ପ୍ରବେଶ ରୋକିବାକୁ ଚାହୁଁଥିଲେ ଜାଣିରଖନ୍ତୁ କିଛି ଘରୋଇ ଉପାୟ।
କୀଟପତଙ୍ଗଙ୍କ ପ୍ରବେଶ ବନ୍ଦ କରିବାକୁ ଚାହୁଁଥିଲେ କର୍ପୂର ଜଳାଇ ରଖନ୍ତୁ। କର୍ପୂର ଗନ୍ଧରେ କୀଟପତଙ୍ଗମାନେ ରହି ନ ଥାନ୍ତି। ଏମିତିକି କର୍ପୂର ଧୂଆଁର ଗନ୍ଧରେ ମଶା ମଧ୍ୟ ରହି ନ ଥାନ୍ତି।
ସୋଡ଼ା ମଧ୍ୟ ପିମ୍ପୁଡ଼ି ତଥା ବିଭିନ୍ନ ପ୍ରକାର କୀଟପତଙ୍ଗକୁ ରୋକିଥାଏ। ଏଥିପାଇଁ ବେକିଂ ସୋଡ଼ାକୁ ଅଟାରେ ମିଶାଇ ଛୋଟ ଛୋଟ ଗୁଳାକରି ଦିଅନ୍ତୁ। ଏହି ଗୁଳାକୁ ଘରର ବିଭିନ୍ନ କୋଣରେ ଲଗାଇ ଦିଅନ୍ତୁ। ଏପରି କଲେ ପିମ୍ପୁଡ଼ି ଓ ଅସରପା ଆସିବେ ନାହିଁ।
ପ୍ରକାର ଏସେନ୍‌ସିଆଲ ଅଏଲ୍‌ ମଧ୍ୟ କୀଟପତଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। କାରଣ ଏସେନ୍‌ସିଆଲ୍‌ ଅଏଲ୍‌ର ଗନ୍ଧକୁ କୀଟପତଙ୍ଗମାନେ ସହ୍ୟ କରିପାରନ୍ତି ନାହିଁ। ତେଣୁ ପାଣିରେ ମିଶାଇ ଏହାକୁ ଘରେ ସ୍ପ୍ରେ କରନ୍ତୁ ଓ ଘର ପୋଛିବା ସମୟରେ ପାଣିରେ ପକାଇ ଦିଅନ୍ତୁ।
ପୋକ ନ ହେବା ପାଇଁ ନିମ୍ବପତ୍ର ମଧ୍ୟ ବେଶ୍‌ ଉପକାରୀ। ଘରେ ନିମ୍ବପତ୍ର ଧୂଆଁ କଲେ ପୋକ ଆସି ନ ଥାନ୍ତି। ନିମ୍ବତେଲ ମଧ୍ୟ ଏଥିପାଇଁ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।
ଯଦି ପୋକ ପଶିଥାନ୍ତି ତେବେ ବେକିଂ ସୋଡ଼ା ଓ ଲେମ୍ବୁରସ ମିଶାଇ ସ୍ପ୍ରେ କରନ୍ତୁ। ବାଥ୍‌ରୁମ୍‌, ରୋଷେଇଘର ଓ ଅନ୍ୟ ପ୍ରବେଶ ପଥରେ ଥିବା କବାଟରେ ଏହାକୁ ସ୍ପ୍ରେ କରନ୍ତୁ। ପୋକ ଆସିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri