ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ୨ ସମିତିସଭ୍ୟ

ନିଶ୍ଚିନ୍ତକୋଇଲି,୧୫।୨(ଅଶୋକ ମହାପାତ୍ର): ପୁଣି ବିଜେଡିକୁ ଝଟ୍‌କା। ଭାଜପାରେ ମିଶିଲେ ୨ ପଞ୍ଚାୟତର ସମିତିସଭ୍ୟ। କଟକ ଜିଲା ମାହାଙ୍ଗା ଦାଉଦପୁର, ଦାଉଦପୁରର ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ସୁକରପଡ଼ାର ଅନେକ ବିଜେଡି କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ଭାଜପା ସମର୍ଥିତ ସୱାଧୀନ ବିଧାୟକଙ୍କ ସହ ସାମିଲ ହୋଇଥିବା ସୂଚନା ମିଳିଛି।

Share