ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର, ୧୧।୮:ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ…

ନୂଆ ରୂପରେ ଏୟାର ଇଣ୍ଡିଆ

ଭୁବନେଶ୍ୱର,୧୧।୮:ଏୟାର ଇଣ୍ଡିଆର ନୂଆ ଲୋଗୋ ଏବଂ ରଙ୍ଗକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ନୂଆ ଲୋଗୋ…

ଜାପାନରେ ୬.୦ ତୀବ୍ରତାର ଭୂକମ୍ପ

ଟୋକିଓ,୧୧।୮: ଜାପାନର ହୋକ୍କାଇଡୋରେ ଶୁକ୍ରବାର ସକାଳ ପ୍ରାୟ ୫.୪୪ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମ୍ୟାଗ୍ନିଚ୍ୟୁଡ ରହିଛି। ଜର୍ମାନ ଅନୁସନ୍ଧାନ କେନ୍ଦ୍ର…

ତିନି ଶିଶୁଙ୍କୁ ମନ୍ଦିର ଆଗରେ ଛାଡ଼ି ପଳାଇଲେ

ବଡ଼ବିଲ,୧୧ା୮(ଦେବପ୍ରିୟ ରଣା):ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ…

ସିଏମ୍‌ସିର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

କଟକ,୧୧ା୮ (କାର୍ତ୍ତିକ ସାହୁ):କଟକ ମହାନଗର ନିଗମ(ସିଏମ୍‌ସି)ର ପ୍ରଥମ ମେୟର, ପୂର୍ବତନ ବିଧାୟିକା ତଥା ଭାଜପା ନେତ୍ରୀ ସୁଶ୍ରୀ ନିବେଦିତା ପ୍ରଧାନ(୬୦)ଙ୍କର ଗୁରୁବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ସିନେମା ଘରେ ରିଲିଜ୍‌ ହୋଇଛି। ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲ ଷ୍ଟାରର ଫିଲ୍ମ ଦେଖିବାକୁ ଦର୍ଶକ…

‘ପ୍ରଧାନମନ୍ତ୍ରୀଙ୍କ ଇତିହାସ ବିଷୟରେ ସମସ୍ତେ ଜାଣନ୍ତି’

ନୂଆଦିଲ୍ଲୀ,୧୧।୮: ସଂସଦରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଅସନ୍ତୁଷ୍ଟ ବିରୋଧୀ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।…

ଅଧୀର ରଞ୍ଜନଙ୍କ ଭାଷଣରୁ ହଟାଗଲା ବିବାଦୀୟ ଅଂଶ: ବିରୋଧ ପାଇଁ ପ୍ରସ୍ତୁତ କଂଗ୍ରେସ

ନୂଆଦିଲ୍ଲୀ,୧୦ା୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୁରୁବାର ଗୃହରୁ ନିଲମ୍ବିତ…

ମୌସୁମୀ ଅଧିବେଶନର ଆଜି ଶେଷ ଦିନ

ନୂଆଦିଲ୍ଲୀ,୧୧।୮: ଲୋକ ସଭାର ମୌସୁମୀ ଅଧିବେଶନର ଶୁକ୍ରବାର ଅର୍ଥାତ୍‌ ଆଜି ଶେଷ ଦିନ। ମଣିପୁର ଉପରେ ଆଲୋଚନା ପ୍ରସଙ୍ଗରେ ଏଥର ପୁରା ଅଧିବେଶନ ଅଶାନ୍ତ ହୋଇପଡିଛି। ପ୍ରଧାନମନ୍ତ୍ରୀ…

ଏଲ୍‌ଓସିରେ ଭାରତର ପ୍ରଥମ ଡାକଘର

କେରନ,୧୧/୮(ପି.ଟି.):ଭାରତର ପ୍ରଥମ ଡାକଘର ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅବସ୍ଥିତ। କିଷନଗଞ୍ଜ ନଦୀ କୂଳରେ ଥିବା ଏହି ଡାକଘରର ପିନ୍‌ କୋଡ୍‌ ୧୯୩୨୨୪।…