ମାନସିକ ସନ୍ତୁଳନ ହରାଇ ସାରିଛନ୍ତି ରାହୁଲ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ,୧୧।୮: ଅନାସ୍ଥା ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମଣିପୁର କମ୍‌ କିନ୍ତୁ ବିରୋଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ତେବେ ୨ଘଣ୍ଟା ୧୩ମିନିଟର ଭାଷଣକୁ ନେଇ ଜାତୀୟ ରାଜନୀତି…

କୁକୁରର ୨ ଘଣ୍ଟାର ସଫଳ ଅସ୍ତ୍ରୋପଚାର

ବାସୁଦେବପୁର, ୧୧।୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପ୍ରାଣୀ ଚିକିତ୍ସାଳୟରେ ଗୁରୁବାର ଏକ କୁକୁର (ଟମି)ର ୨ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର…

ତାରାତାରିଣୀ ପୀଠର ବିକାଶ ଲାଗି ହଟିଲା ଜବରଦଖଲ

ପୁରୁଷୋତ୍ତମପୁର,୧୧।୮(ସୀମାଞ୍ଚଳ ମିଶ୍ର): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଜନସାଧାରଣଙ୍କ ସୁବିଧା ଲାଗି ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଉନ୍ନତୀକରଣ ସହ ବିଭିନ୍ନ…

ଶୀଘ୍ର ନାଇଜର ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧।୮: ତୁରନ୍ତ ନାଇଜର ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଭାରତର ବୈଦେଶିକ ମନ୍ତ୍ରଣାଳୟ ନାଇଜରରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି…

ଏସିଆ କପ୍ ପୂର୍ବରୁ ବାଲାଂଦେଶକୁ ମିଳିଲା ନୂଆ ଅଧିନାୟକ, ଏହି ଧୂରନ୍ଧର ନେବେ ନେତୃତ୍ବ

ନୂଆଦିଲ୍ଲୀ, ୧୧। ୮: ଆଇସିସି ଦିନିକିଆ ବିଶ୍ବକପକୁ ଆଉ ଦୁଇ ମାସରୁ କମ୍ ସମୟ ବାକି। ହେଲେ ଏହା ପୂର୍ବରୁ ଏସିଆ କପ୍ ଖେଳାଯିବ। ଅଗଷ୍ଟ ୩୧ରୁ…

ଶିକ୍ଷକ ଆନ୍ଦୋଳନ : ଦାବି ପୁରଣ ନ ହେଲେ ଆସନ୍ତା ୧୬ରୁ ସମୁହ ଛୁଟି ଚେତାବନୀ

କେନ୍ଦୁଝର,୧୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର କେନ୍ଦୁଝରଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ସହର…

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଲେ ହାଇକୋର୍ଟ, ଶନିବାର ହୋଇଥାନ୍ତା ଭୋଟିଂ

ଚଣ୍ଡିଗଡ, ୧୧। ୮: ପଞ୍ଜାବ-ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଶନିବାର ଅର୍ଥାତ୍ ଅଗଷ୍ଟ ୧୨ରେ ନିର୍ବାଚନ ହେବାକୁ ଥିବା ବେଳେ…

ତିନି ବର୍ଷରେ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ,୧୧।୮: ତିନି ବର୍ଷ ଧରି ଦାଖଲ ହୋଇଥିବା ରିପୋର୍ଟରୁ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ। ଏନେଇ ରିପୋର୍ଟ ପ୍ରକାଶ କରିଛି ସଂସଦୀୟ କମିଟି।…

ସେନାଙ୍କ ସମର୍ଥନ ବିନା ଚାଲି ପାରିବ ନାହିଁ ସରକାର: ଶେହବାଜ ଶରିଫ

ଇସଲାମାବାଦ,୧୧।୮: ଶାସନ କ୍ଷମତାରେ ନ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସ୍ବୀକାର କରିଛନ୍ତି ଯେ ତାଙ୍କ ସରକାର ଏକ ଶକ୍ତିଶାଳୀ ସୈନ୍ୟବାହିନୀର ସମର୍ଥନ ବିନା ଚାଲିପାରିବ…

ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲାକୁ ନୂଆ ନାମ ଦେଲେ ରୋହିତ୍

ନୂଆଦିଲ୍ଲୀ,୧୧। ୮: ଅକ୍ଟୋବର ୫ରୁ ଭାରତରେ କ୍ରିକେଟ ବିଶ୍ବକପ୍ ଖେଳାଯିବ। ଅର୍ଥାତ୍ ଏହି ଟୁର୍ଣ୍ଣାମେଣ୍ଟକୁ ଆଉ ୫୦ ଦିନ ବାକି। ଏହାର ପ୍ରଥମ ମ୍ୟାଚ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ…