ଏନ୍‌ଡିଏରେ ମିଶିବାକୁ ଚାହୁଁଥିଲେ କେସିଆର୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ,୪ା୧୦: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ୨୦୨୦ ପୌର ନିର୍ବାଚନ ପରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ମିଶିବାକୁ ଚାହୁଁଥିଲେ। ଏନେଇ…

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍‌

କେନ୍ଦ୍ରାପଡ଼ା, ୪ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ରସାବଳିକୁ ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମିଳିଛି। କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ…

ନ୍ୟୁଜ୍‌କ୍ଲିକ୍‌ ଅଫିସ ସିଲ୍‌

ନୂଆଦିଲ୍ଲୀ,୪ା୧୦: ଭାରତରେ ଚାଇନା ସପକ୍ଷବାଦୀ ପ୍ରଚାର ଅଭିଯାନ ଚଳାଇବା ପାଇଁ ପାଣ୍ଠି ଗ୍ରହଣ ଅଭିଯୋଗରେ ଅନ୍‌ଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ନ୍ୟୁଜ୍‌କ୍ଲିକ୍‌ ଉପରେ ମଙ୍ଗଳବାର ଦିଲ୍ଲୀ ପୋଲିସ ବଡ଼…

ଭାରତ ବିରୋଧରେ ପାକିସ୍ତାନର ୩ ଷଡ଼ଯନ୍ତ୍ର: ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ…

ନୂଆଦିଲ୍ଲୀ,୩।୧୦ : କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାକିସ୍ତାନର ଉଦ୍ଦେଶ୍ୟ ବୁଝି ସାରିଛି, କିନ୍ତୁ ନିକଟ ଅତୀତରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ଯାହା ଆଶ୍ଚର୍ଯ୍ୟଜନକ।…

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩, ୨୦୨୩ )

ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ପାଇଁ ପ୍ରଶାସନ ଦେଇଥିବା ଅବଧିକୁ ତଦାରଖ ପାଇଁ ପୁରୀ ଓକିଲ ସଂଘର ଏକ ପ୍ରତିନିଧି ଦଳ ପରିକ୍ରମା ପ୍ରକଳ୍ପର ନିର୍ମାଣ…

ରାସ୍ତା ମଝିରେ କାର ଉପରେ ଠିଆ ହୋଇ ବିଡା ବିଡା ଟଙ୍କା ଉଡାଇଲେ ଯୁବକ, ସୋସିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୩।୧୦ : ରାଜସ୍ଥାନର ରାଜଧାନୀ ଜୟପୁରର ବଜାର ମଝିରେ ଜଣେ ଯୁବକ ବିଡା ବିଡା ଟଙ୍କା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୨…

ନେପାଳରେ ଭୂମିକମ୍ପ ଝଟ୍‌କା: ୧୧ ଆହତ

କାଠମାଣ୍ଡୁ,୩।୧୦: ଘଣ୍ଟାକରେ ୪ଥର ଝଟ୍‌କାରେ ଥରିଛି ନେପାଳ। ଅଧିକ କ୍ଷତିଗ୍ରସ୍ତ ହୋଇଛି ବଜହାଙ୍ଗ ଅଞ୍ଚଳର ଚେନପୁର। ନେପାଳରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ୧୧ଜଣ ଆହତ ହୋଇଥିବା ବଜାଙ୍ଗ…

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଉଷୁମ ପାଣି

ସୁସ୍ଥ ଶରୀର ପାଇଁ ଉତ୍ତମ, ପୁଷ୍ଟିକର ଖାଦ୍ୟର ଯେତିକି ଆବଶ୍ୟକ; ପାଣି ମଧ୍ୟ ସେତିକି ଆବଶ୍ୟକ । ହେଲେ ଉଷୁମ ପାଣିର ସେବନ ଆମ ଶରୀର ପାଇଁ…

ହାତୀ ଘଉଡାଇବା ସମୟରେ ପାଟଣା ବନ ବିଭାଗ ଓ ମୟୂରଭଞ୍ଜବାସୀ ମୁହାଁମୁହିଁ: ବନ ବିଭାଗ କର୍ମଚାରୀ ଆହତ

କେନ୍ଦୁଝର,୩।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଘଉଡାଇବାକୁ ନେଇ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଁଞ୍ଚିଛି। ବିଳମ୍ବିତ ରାତିରେ ୧୮…

ଏନଡିଏରେ ଯୋଗଦେବାକୁ ଚାହୁଁଥିଲେ କେସିଆର, ଆମେ ମନା କଲୁ: ମୋଦି…

ହାଇଦ୍ରାବାଦ,୩।୧୦ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଏକ ରାଲି କରିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାକୁ…