ଇସ୍ତଫା ଦେଲେ ମାଉଇ ଜରୁରୀକାଳିନ ମୁଖ୍ୟ

ନ୍ୟୁୟର୍କ,୧୮ା୮: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମାଉଇ ଜରୁରୀକାଳିନ ମୁଖ୍ୟ ହରମାନ ଆଣ୍ଡାୟା ଇସ୍ତଫା ଦେଇଥିବା ମେୟର ରିଚାର୍ଡ ବିସେନ କହିଛନ୍ତି। ହରମାନ ଦ୍ୱୀପପୁଞ୍ଜର ଆଲାର୍ମ ସିଷ୍ଟମକୁ ସକ୍ରିୟ…

ଓଲଟିଲା ବସ୍‌: ୩୦ ଯାତ୍ରୀ ଆହତ

ଥିରୁଭାନନ୍ତପୁରମ୍‌,୧୮।୮: କେରଳର ଥ୍ରୀସୁର ଜିଲାର କନିମାଙ୍ଗଳମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେରଳ…

ଧୀନିଧି, ଇଶାନଙ୍କ ଜାତୀୟ ରେକର୍ଡ

ଭୁବନେଶ୍ୱର,୧୮ା୮(ସରୋଜ ଜେନା):କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ କର୍ନାଟକର ଧୀନିଧି…

ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୮।୮:ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀର ଲୋକପ୍ରିୟ ବ୍ରାଣ୍ଡ୍‌ ରୂପ ମନ୍ତ୍ରା ପରିବାର ପକ୍ଷରୁ ଅନ୍ତର୍ଜାତୀୟ ଯୁବ…

ଭାରତ ପେ’ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୮।୮:ଭାରତପେ’ର ନୂତନ ଉତ୍ପାଦ ଆଣ୍ଡ୍ରଏଡ୍‌ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ) ଟର୍ମିନାଲ୍‌’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଡେବିଟ୍‌-କ୍ରେଡିଟ୍‌ କାର୍ଡ, ୟୁପିଆଇ,ମୋବାଇଲ୍‌ ୱାଲେଟ୍‌ ଏବଂ…

କାବୁ ହେଉନି ଜଙ୍ଗଲ ନିଆଁ, କାନାଡା ସହର ଖାଲି କରିବାକୁ ନିର୍ଦ୍ଦେଶ

ଓଟାଓ୍ବା,୧୮ା୮: ଜଙ୍ଗଲରେ ବ୍ୟାପିଥିବା ନିଆଁ ଥମିବାର ନାଁ ନେଉନି। ଏହି ନିଆଁ ବର୍ତ୍ତମାନ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଆଡ଼କୁୁ ଗତି କରୁଛି। ବନ୍ୟପ୍ରାଣୀ ଭୟରେ ହଜାର…

ଟିପିସିଓଡିଏଲ୍‌ ପକ୍ଷରୁ ୧୦୬ ଛାତ୍ରୀଛାତ୍ରଙ୍କୁ ଶିକ୍ଷାବୃତ୍ତି

ଭୁବନେଶ୍ୱର,୧୮।୮:ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷର ଦଶମ, ଦ୍ୱାଦଶ ଏବଂ ସ୍ନାତକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୦୬ ଜଣ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ମୂଳ ବିବେକ ରମାସ୍ବାମୀଙ୍କୁ ପ୍ରତିଜ୍ଞାକାରୀ ପ୍ରାର୍ଥୀ ବୋଲି କହିଲେ ମସ୍କ

ଓ୍ବାଶିଂଟନ୍‌,୧୮।୮: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ମୂଳର ଅନେକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ବିବେକ ରମାସ୍ବାମୀ ମଧ୍ୟ ଏଥିରେ…

କିଟ୍‌-ଏଚ୍‌ଏସ୍‌ଏସ୍‌ର ୨୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୮।୮:କିଟ୍‌ ହାୟର ସେକେଣ୍ଡାରି ସ୍କୁଲ (କିଟ୍‌-ଏଚ୍‌ଏସ୍‌ଏସ୍‌) ର ୨୦ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ବୀର…

ଖଣ୍ଡଗିରିରେ ଓକାୟା ଇଭିର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୮।୮ (ଅଭୟ ଦାଶ):ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହକିଲ (ଇଭି) ନିର୍ମାତା ଓକାୟା ଇଭିର ଅତ୍ୟାଧୁନିକ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଖଣ୍ଡଗିରି ଠାରେ ଉଦ୍‌ଘାଟିତ ହୋଇଯାଇଛି। ଓକାୟା…