ଗୁଜରାଟରେ ୧,୨୦୦ ଲୋକଙ୍କୁ ଠକିଛନ୍ତି ଚାଇନା ନାଗରିକ

ନୂଆଦିଲ୍ଲୀ,୧୯ା୮: ଜଣେ ଚାଇନା ନାଗରିକ ବେଟିଂ ଆପ୍‌ ବ୍ୟବହାର କରି ଗୁଜରାଟର ୧,୨୦୦ ଲୋକଙ୍କଠାରୁ ୧,୪୦୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିକୁ ନେଇ କଂଗ୍ରେସ…

କୋବ୍ରା କମାଣ୍ଡୋଙ୍କ ଆତ୍ମହତ୍ୟା

ବିଜାପୁର,୧୯।୮: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଦମନ ଲାଗି ମୁତୟନ ଥିବା ସିଆର୍‌ପିଏଫ୍‌ (କୋବ୍ରା) କମାଣ୍ଡୋ ବାଟାଲିୟନର ଜଣେ ଇନ୍ସପେକ୍ଟର ଶୁକ୍ରବାର ପୂର୍ବାହ୍ନରେ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ…

ଅଫିସ୍‌ ସ୍ମୋକିଂ ଜୋନ୍‌ର କାହାଣୀ କହିଲା ‘ଧୂମ୍ରପାନ’

ଭୁବନେଶ୍ୱର,୧୯ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଏକ କର୍ପୋରେଟ ବିଲ୍ଡିଂରେ ଧୂମପାନ କରିବା ପାଇଁ ଥିବା ଏକ ସ୍ଥାନରୁ ଗତିଶୀଳ ହୁଏ ନାଟକ ‘ଧୂମ୍ରପାନ’। ଯେଉଁଠାରେ ଅଫିସ କର୍ମଚାରୀମାନେ ସିଗାରେଟ ଟାଣିବା…

୭ ନବଜାତକଙ୍କୁ ହତ୍ୟା, ଆଉ ୬ ଜଣଙ୍କୁ ମାରିବାକୁ ଯାଉଥିଲେ ନର୍ସ

ଲଣ୍ଡନ,୧୯ା୮: ବ୍ରିଟେନର ଏକ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଲୁସି ଲେଟ୍‌ବି ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ପରେ ଅନ୍ୟ ୬ ଜଣଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ଏହି…

ପେସା ଆଇନ ଉଲ୍ଲଂଘନ କରୁଛି ମୈତ୍ରୀ କମ୍ପାନୀ

ରାୟଗଡ଼ା,୧୯ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଖଣି ଖନନକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କ ଉପରେ ଜୁଲମ କରୁଛନ୍ତି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ। ଗ୍ରାମସଭା କରି…

ଡାଭୋଲକର, ପାନ୍‌ସାରେ, ଲଙ୍କେଶ, କାଲବୁର୍ଗୀ ହତ୍ୟା ମଧ୍ୟରେ ସମ୍ପୃକ୍ତି ଅଛି କି

ନୂଆଦିଲ୍ଲୀ,୧୯ା୮(ପି.ଟି.): ହେତୁବାଦୀ ନରେନ୍ଦ୍ର ଡାଭୋଲକର, ସିପିଆଇ ନେତା ଗୋବିନ୍ଦ ପାନ୍‌ସାରେ, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶ ଏବଂ ବିଦ୍ୱାନ ଏମ୍‌.ଏମ୍‌. କାଲବୁର୍ଗୀ ହତ୍ୟାକାଣ୍ଡ ପଛରେ କୌଣସି…

‘ଗଦର-୨’ରେ ଓଡ଼ିଶାର ବରୁଣ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫଲି ରେକର୍ଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ଓଡ଼ିଆ ପୁଅ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲବିଶୋଇ। ସେ…

୪ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ବଲାଙ୍ଗୀର, ୧୯ା୮(ବୀରେନ୍ଦ୍ର କୁମାର ଝାଙ୍କର): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଶିକ୍ଷା ବିଭାଗ ପକ୍ଷରୁ ଉପରୋକ୍ତ ୪…

୧୨% ରାଜ୍ୟ ସଭା ସଦସ୍ୟ ବିଲିଅନେୟାର

ନୂଆଦିଲ୍ଲୀ,୧୯ା୮: ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୧୨ ପ୍ରତିଶତ ବିଲିଅନେୟାର (ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ)। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ବିଲିଅନେୟାର ଏମ୍‌ପିଙ୍କ ହାର ଅଧିକ…

କୁକୁର ପାଇଁ ୮ ଜଣଙ୍କୁ ଗୁଳି: ୨ ମୃତ

ଭୋପାଳ,୧୯ା୮: ମଧ୍ୟପ୍ରଦେଶର ଇନ୍ଦୋରରେ ପୋଷା କୁକୁରକୁ ନେଇ ସେମାନଙ୍କ ମାଲିକଙ୍କ ମଧ୍ୟରେ ବଚସାରୁ ଝଗଡ଼ା ହୋଇ ୨ ଜଣଙ୍କ ଜୀବନ ଯାଇଛି। ଗୁରୁବାର ରାତିରେ ବ୍ୟାଙ୍କ୍‌ ସୁରକ୍ଷା ଗାର୍ଡ…