ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲା ଶ୍ରୀଲଙ୍କା

କଲମ୍ବୋ,୮।୧୦: ହମାସ ଦ୍ୱାରା ଶନିବାର ଅର୍ଥାତ୍‌ ଅକ୍ଟୋବର ୭ରେ ଇସ୍ରାଏଲ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରାଯାଇଛି। ରବିବାର ଶ୍ରୀଲଙ୍କା ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ହିଂସାକୁ…

୭୨ ବର୍ଷ ପରେ ବଦଳିଲା ବାୟୁସେନାର ପତାକା

ପ୍ରୟାଗରାଜ,୮।୧୦: ଦୀର୍ଘ ୭୨ବର୍ଷ ପରେ ଭାରତୀୟ ବାୟୁସେନା ଏହାର ପତାକା ବଦଳାଇଛି। ଏହି ପତାକା ବାୟୁସେନା ଦିବସରେ ପ୍ରୟାଗରାଜର ବାମରୌଲି ସେଣ୍ଟ୍ରାଲ ଏୟାର କମାଣ୍ଡ ମୁଖ୍ୟାଳୟରେ ଉନ୍ମୋଚିତ…

ଦୀପ୍‌ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍‌ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି…

୫୦୦୦ କଙ୍କଡା ବିଛା ସହ ୩୩ ଦିନ

କଙ୍କଡ଼ା ବିଛା ଦେଖିବାମାତ୍ରେ ବହୁତ ଡର ଲାଗେ। କାରଣ ଏହାର ଦଶଂନ ବେଶ୍‌ କଷ୍ଟଦାୟକ। କିଛି କଙ୍କଡା ବିଛାର ଦଂଶନରେ ତ ବେଳେବେଳେ ମୃତ୍ୟୁ ବି ହୋଇଯାଏ।…

ସ୍ବେଟ ପାଓ୍ବାରଡ ସ୍ମାର୍ଟଓ୍ବାଚ୍‌

  ଆଜିକାଲି ଯୁଗ ସ୍ମାର୍ଟଓ୍ବାଚ୍‌ର। ପ୍ରାୟ ସମସ୍ତଙ୍କ ହାତରେ ଏବେ ଏହି ଘଣ୍ଟା ଦେଖିବାକୁ ମିଳୁଛି। ତେବେ ଆଗକୁ ଏଭଳି ସ୍ମାର୍ଟଓ୍ବାଚ୍‌ ଆସିବାକୁ ଯାଉଛି ଯାହାକି ପିନ୍ଧୁଥିବା…

ଆଇରନ୍‌ ମ୍ୟାନ

  ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍‌ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର…

ଝିଅ ନାଁର ଟାଟୁ କରି ରେକର୍ଡ

ବାପ ଝିଅର ସମ୍ପର୍କ ଖୁବ୍‌ ମଧୁର। ବାପା ପାଇଁ ଝିଅ କୁନି କଣ୍ଢେଇ ହୋଇଥିବାବେଳେ ଝିଅ ପାଇଁ ବାପା ସୁପର୍‌ ହିରୋ। ସବୁ ବାପା ନିଜ ଝିଅକୁ…

ରାତିରେ ଚମକେ ଆଖି

ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି…

ଇସ୍ରାଏଲ ଗଣମାଧ୍ୟମ ଉପରେ ସାଇବର ଆଟାକ୍‌

ଜେରୁଜେଲମ୍‌,୮ା୧୦: ଇସ୍ରାଏଲର ଦୈନିକ ଖବରକାଗଜ ‘ଇସ୍ରାଏଲୀ ଡେଲି ଜେରୁଜେଲମ୍‌ ପୋଷ୍ଟ’ ଉପରେ ଏକାଧିକ ସାଇବର ଆଟାକ୍‌ ହୋଇଛି। ରବିବାର ସକାଳେ ସାଇବର ଆଟାକ୍‌ ଦ୍ୱାରା ଜେରୁଜେଲମ ପୋଷ୍ଟକୁ…

ଇଏ ବି ବସ୍‌ଷ୍ଟପ୍‌

ଖରା, ବର୍ଷାରୁ ରକ୍ଷା ପାଇବା ସହ ଆରାମରେ ବସି ବସ୍‌କୁ ଅପେକ୍ଷା କରିବା ଲାଗି ଯାତ୍ରୀଙ୍କ ପାଇଁ ବସ୍‌ଷ୍ଟପ୍‌ କରାଯାଇଥାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି…