କ୍ରିକେଟ୍‌ରେ ପୁଣି ଲାଗିଲା ‘ମ୍ୟାଚ୍‌ ଫିକ୍ସିଂ’ କଳଙ୍କ: ୪ ଭାରତୀୟ ଖେଳାଳି ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୩।୧୨: କ୍ରିକେଟ ଜଗତ ପୁଣିଥରେ ଏକ ମ୍ୟାଚ ଫିକ୍ସିଂ ଘଟଣା ସାମ୍ନାକୁ ଆସିଛି। ଏଥର ଏହା ଭାରତୀୟ ଘରୋଇ କ୍ରିକେଟରେ ସାମ୍ନାକୁ ଆସିଛି। ଚଳିତ ସୟଦ ମୁସ୍ତାକ…

ପୁଟିନ୍‌ଙ୍କୁ ଭେଟିବାକୁ ଯାଇ ପାକ୍‌ ପ୍ରଧାନମନ୍ତ୍ରୀ ହଟହଟା, ୪୦ ମିନିଟ୍‌ ଅପେକ୍ଷା କରି…

ନୂଆଦିଲ୍ଲୀ,୧୩ା୧୨: ତୁର୍କମେନିସ୍ତାନରେ ଶୁକ୍ରବାର ଏକ ଅନ୍ତର୍ଜାତୀୟ ଫୋରମ୍‌ର ୩୦ତମ ବାର୍ଷିକୀ ପାଳନ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ…

ଅତାବିରାରେ ଉଠୁନି ଧାନ ଭର୍ତ୍ତି ହୋଇଗଲାଣି ମଣ୍ଡି: ୧୫ ଦିନରେ ସାଢେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଡ଼ିରହିଛି

ଅତାବିରା /ଗୋଡ଼ଭଗା, ୧୩ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ):ବରଗଡ଼ ଜିଲା ଅତାବିରା ଆର୍‌ଏମସି ଅଧୀନରେ ଥିବା ମଣ୍ଡି ଗୁଡିକରେ ଦିନକୁ ଦିନ ଧାନ ପଡିରହିବାର ପରିମାଣ ବଢିବାକୁ ଲାଗିଛି। ନଭେମ୍ବର…

ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲା, ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ/ବୌଦ୍ଧ, ୧୩ା୧୨(ରାକେଶ କୁମାର ରାଉତ/ଅଜିତ୍‌ କୁମାର ବାରିକ୍‌): ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଭିଜିଲାନ୍ସ ବିଚାରପତି…

ହୃଦୟ ବିଦାରକ ଘଟଣା, ଜୀବନ ହାରିଲେ ମାଆ ଓ ଦୁଇ ପୁଅ

ନୂଆଦିଲ୍ଲୀ,୧୩।୧୨: ରାଜଧାନୀ ଦିଲ୍ଲୀର କାଲକାଜି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଜବତ କରାଯାଇଛି । ମୃତକଙ୍କ ମଧ୍ୟରେ…

ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି, ମମତା ବାନାର୍ଜୀ-ଶାହାରୁଖଙ୍କୁ କରିବେ ସାକ୍ଷାତ

ନୂଆଦିଲ୍ଲୀ,୧୩।୧୨: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି। ତିନି ଦିନିଆ ଗସ୍ତରେ ଭାରତ ଗସ୍ତରେ ଲିଓନେଲ ମେସି। କୋଲକାତା ବିମାନବନ୍ଦରରେ ମେସିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।…

ଓଡ଼ିଶା: ଆଜିର ଫଟୋ ( ୧୨ ଡିସେମ୍ବର, ୨୦୨୫ )

୧୬ତମ ଭାରତ ମୁନି ମହୋତ୍ସବ କାଲିଙ୍ଗାୟନ ତୌର୍ୟତ୍ରିକମ୍ ଦ୍ୱାରା GKCMରେ ଶୁକ୍ରବାର ଆୟୋଜିତ ହୋଇଛି ପୁରୀ ବେଳାଭୂମିରେ ବେଲ୍ ଅନୁଷ୍ଠାନ ପକ୍ଷରୁ ମହୋଦଧି ଦିବସ ପାଳନ କରାଯାଉଛି

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି।…

ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା ବଢ଼ିବ।…

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା…