ବିକ୍ରି ହେବ ‘ଗୋ ଫାଷ୍ଟ’ ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୨।୧୦: କିଛି ମାସ ଧରି ବନ୍ଦ ପଡ଼ିଥିବା ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ବିକ୍ରି ହେବାକୁ ଯାଉଛି। ଏହାକୁ କ୍ରୟ କରିବାକୁ ଜିନ୍ଦଲ ପାଓ୍ବାର ଲିମିଟେଡ୍‌ ସବୁଠାରୁ…

ଜାତୀୟ ସିନେମା ଦିବସ ଅବସରରେ ପ୍ରଶଂସକଙ୍କୁ ଉପହାର ଦେଲେ ଶାହାରୁଖ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ ହେବାର ଏକ ମାସରୁ ଅଧିକ ସମୟ…

ଭାରତର ଏକମାତ୍ର ଭାଷା ଯାହାକୁ ଓଲଟାଇଲେ ଯେମିତି- ସିଧାରେ ସେମିତି, କୁହନ୍ତୁ ତ ନାମ

ଭାରତ ଏଭଳି ଏକ ଦେଶ, ଯେଉଁଠାରେ ଅନେକ ଭାଷା ପ୍ରଚଳିତ ହେଉଛି। ଏହାର ସମ୍ବିଧାନରେ ୨୨ ଭାଷା ସାମିଲ ଅଛି। ଏହାଛଡ଼ା ଦେଶରେ ଅନେକ ଆଞ୍ଚଳିକ ଭାଷା…

ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ

ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ…

ହମାସ୍‌-ଇସ୍ରାଏଲ ଯୁଦ୍ଧ ଉପରେ ତୀକ୍ଷ୍ଣ ନଜର ରଖିଛି ତାଇଓ୍ବାନ

ତାଇପେ,୧୨ା୧୦: ଗାଜାରୁ ହମାସ୍‌ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ଜୋର୍‌ଦାର ଆକ୍ରମଣ ଯୋଗୁ ତାଇଓ୍ବାନ ମଧ୍ୟ ପୂର୍ବର ଯୁଦ୍ଧ ଉପରେ ତୀକ୍ଷ୍ଣ ନଜର ରଖିଛି। ଚାଇନାଠାରୁ ଧମକ…

‘ବଲିଉଡ୍‌ରେ କାହିଁକି କେହି ବନ୍ଧୁ ନାହାନ୍ତି ବୋଲି କଙ୍ଗନାଙ୍କୁ ପଚାର’

ବମ୍ବେ: ନିଜର ରୋକଠୋକ କଥାକୁ ନେଇ ବିବାଦରେ ଅନେକ ବାର ଛନ୍ଦି ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ନୂଆ ଫିଲ୍ମ ରିଲିଜ ହେଉ ଅଥବା ବଲିଉଡର ଅନ୍ୟ…

ମୋଦିଙ୍କୁ ସାକ୍ଷାତ କରିବେ ଋଷିଆ ରାଷ୍ଟ୍ରପତି ପୁଟିନ

ମସ୍କୋ,୧୨।୧୦: ଚଳିତ ବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ପର୍କରେ ଋଷିଆ ଏବଂ ଭାରତ ମଧ୍ୟରେ ଆଲୋଚନା ଚାଲିଛି।…

କନ୍ଦାଡୁଙ୍ଗରରେ ହାତୀପଲ ନଷ୍ଟ କଲେ ଧାନ, କପାଚାଷ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ବାଲ୍‌ସି ପଞ୍ଚାୟତର ବାଲ୍‌ସି ଗ୍ରାମ ନିକଟରେ ଥିବା କନ୍ଦାଡୁଙ୍ଗରରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ନର୍ଲା ଅଞ୍ଚଳରୁ ପ୍ରାୟ ୧୫ଟି…

ରେକର୍ଡ ବିଷୟରେ ବେଶି ଭାବୁନାହିଁ, ବହୁତ ଦୂର ଯିବାକୁ ଅଛି: ରୋହିତ

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମୁକାବିଲାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶତକ ମାରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ୮୪ ବଲ୍‌ରେ ୧୩୧ ରନ୍‌ର ଇନିଂସ ସହ…

ମାଲକାନଗିରିରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ: ୧୦ ଟଙ୍କା ଦେଇ ବସ୍‌ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୧୦(ଅସମାପିକା ସାହୁ/ନୃସିଂହ ଚରଣ ମହାନ୍ତି): ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଗୁରୁବାର ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ…