ପୁରସ୍କାର ପାଇବା ପରେ ଗ୍ରୀସ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଏଥେନ୍ସ,୨୫।୮: ଗ୍ରୀସ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରିଛି। ଏଥେନ୍ସରେ ଗ୍ରୀସର ରାଷ୍ଟ୍ରପତି କାଟେରିନା ଏନ. ସାକେଲାରାପୋଲୁ ଗ୍ରାଣ୍ଡ କ୍ରସ ଅଫ…

‘ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନର’ରେ ସମ୍ମାନିତ ହେଲେ ମୋଦି, ସମ୍ମାନିତ କଲେ ଗ୍ରୀସ ରାଷ୍ଟ୍ରପତି

ଏଥେନ୍ସ,୨୫।୮: ବ୍ରିକ୍ସ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଦିନିକିଆ ଗସ୍ତରେ ଗ୍ରୀସରେ ପହଞ୍ଚିଛନ୍ତି। ମୋଦିଙ୍କୁ ଏଥେନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗ୍ରୀକ ବୈଦେଶିକ ମନ୍ତ୍ରୀ ଜର୍ଜ…

ବାର୍ଥ ଡେ’ରେ ହେବ କରିନାଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ବଡ ପରଦାରେ ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇ ଦର୍ଶକଙ୍କ ମନ ଜିତିଛନ୍ତି। ଏବେ ଅଭିନେତ୍ରୀ ଖୁବଶୀଘ୍ର ଓଟିଟିରେ…

ବ୍ରିକ୍ସ ସମ୍ମିଳନୀ ୨୦୨୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ମୋଦି

ଜୋହାନ୍ସବର୍ଗ,୨୫।୮: ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି। ଦୁହେଁ ବ୍ରିକ୍ସ ଆଫ୍ରିକା ଆଉଟ୍ରିଚ ଏବଂ ବ୍ରିକ୍ସ…

ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ

ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା ମାରିବା…

ଓଟିଟିରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ‘ଓ ମାଇଁ ଗଡ ୨’ର ଅନକଟ ଭର୍ସନ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ଓ ମାଇଁ ଗଡ ୨’ ଚଳିତ ବର୍ଷ ମୋଷ୍ଟ ଆଓ୍ବେଟେଡ ମୁଭି ମଧ୍ୟରୁ ଗୋଟିଏ। ଏହି…

ନିର୍ବାଚନ ପୂର୍ବରୁ ଶିବରାଜ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୨୫।୮:ବିଧାନସଭା ନିର୍ବାଚନ ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶିବରାଜ ସରକାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି। ସୂଚନାନୁସାରେ, ରାଜେନ୍ଦ୍ର ଶୁକ୍ଲା, ଗୌରୀଶଙ୍କର ବିସେନ ଏବଂ ରାହୁଲ ଲୋଧିଙ୍କୁ…

ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ମୋରଡ଼ା,୨୫ା୮(ସ୍ମାରକ ମାଜୀ): ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛି ଅଣ ରାଜନୈତିକ ସଂଗଠନ ଭଞ୍ଜସେନା l ପ୍ରଧାନମନ୍ତ୍ରୀ…

ଚମତ୍କାରୀ ଚିନ୍ମୟୀ

ଆକ୍ସନ ଫିଲ୍ମ ପ୍ରତି ଆଗ୍ରହରୁ ଫାଇଟିଂ ଶିଖିବାର ସଉକ। ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ଏବେ ବନିଯାଇଛନ୍ତି ସଫଳ କ୍ରୀଡ଼ାବିତ୍‌। କେବଳ ସେତିକି ନୁହେଁ,…

ଏସିଆନ୍‌ ଗେମ୍ସରେ ଓଡ଼ିଶା କ୍ରୀଡ଼ାବିତ୍‌

ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଝୋରେ ହେବାକୁ ଯାଉଛି ଏସିଆନ ଗେମ୍ସର ୧୯ତମ ସଂସ୍କରଣ। ପ୍ରତିଯୋଗିତାର ଅବ୍ୟବହିତ ପୂର୍ବରୁ ଏଥିରେ ଏପର୍ଯ୍ୟନ୍ତ ଭାଗ ନେଇଥିବା…