ମହାକାଶ ଯାତ୍ରା କଲେ ୪ ଦେଶର ମହାକାଶଚାରୀ

କେପ୍‌ କାନ୍‌ଭେରାଲ,୨୬ା୮: ଚାରି ଦେଶରୁ ୪ ମହାକାଶଚାରୀ ଶନିବାର ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରୁ ମହାକାଶକୁ ଯାତ୍ରା ଆରମ୍ଭ କରିଛନ୍ତି। ରବିବାର ସ୍ପେସ୍‌ ଏକ୍ସ କ୍ୟାପସୁଲର କକ୍ଷପଥରେ ପହଞ୍ଚିଯିବେ।…

ନୀତୀଶଙ୍କ ଭଳି ୧୦୦ ମୁଖ୍ୟମନ୍ତ୍ରୀ ଆସିଲେ ବି ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରି ପାରିବେନି: ପିକେ…

ପାଟନା,୨୬।୮ :  ବିହାରରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ବହୁ ସଂଖ୍ୟକ ପ୍ରାର୍ଥୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଯୋଗଦେବା ପାଇଁ ନିଜ ନିଜ କେନ୍ଦ୍ରରେ…

ସରକାରୀ ଯୋଜନାରୁ ହିତାଧିକାରୀ ବଞ୍ଚିତ, ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ଘସିପୁରା,୨୬ା୮(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଗୋହିରା ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଉ ନ ଥିବା ଅଭିଯୋଗ କରି ଭାଜପା ଯୁବମୋର୍ଚ୍ଚା…

ଶାହରୁଖଙ୍କ ଘରେ ପୋଲିସ!

ମୁମ୍ବାଇ: ଯବାନ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍‌ ଖାନ୍‌। ଏହି ଫିଲ୍ମ ୭ସେପ୍ଟେମ୍ବରକୁ ରିଲିଜ ହେବାକୁ ଯାଉଛି। ଭାଇରାଲ ତେବେ ଶନିବାର ଶାହାରୁଖ ଖାନଙ୍କ…

ମନା କରିବା ପରେ ମଧ୍ୟ ଗ୍ୟାଲେଣ୍ଟ୍ରି ପଦକ ପାଇଥିବା ସୈନିକମାନଙ୍କ ପେନସନରୁ ଆୟକର କଟାଯାଉଛି…

ନୂଆଦିଲ୍ଲୀ,୨୬।୮ : ବ୍ୟାଙ୍କଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସୁରକ୍ଷା ବାହିନୀ ଏବଂ ପୋଲିସ ସଂଗଠନର ଗ୍ୟାଲେଣ୍ଟ୍ରି ପଦକ ପାଇଥିବାେ କର୍ମଚାରୀଙ୍କ ପେନସନରୁ ଆୟକର କାଟୁଛନ୍ତି।…

ଆଦାନୀ ମାମଲାରେ ଚୂଡ଼ାନ୍ତ ସିଦ୍ଧାନ୍ତରେ ପହଞ୍ଚିବାରେ ସେବି ଅକ୍ଷମତା ଦର୍ଶାଉଛି: କଂଗ୍ରେସର ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୮ : ଆଦାନୀ ଗ୍ରୁପ ଏବଂ ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ମାମଲାରେ ସେବି ସୁପ୍ରିମକୋର୍ଟରେ ଏହାର ସ୍ଥିତି ରିପୋର୍ଟ ଦାଖଲ କରିଛି। ଅନ୍ୟପକ୍ଷରେ, ୨୫ ଅଗଷ୍ଟ…

ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ

ମୁମ୍ବାଇ: ଲଭ ବାର୍ଡ ପାରିଣିତି ଚୋପ୍ରା ଓ ରାଘବ ଚଢା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଡେଟିଂ ହେଉ କି ତାଙ୍କ ଏନଗେଜମେଣ୍ଟ ଫଟୋରେ। ଦୁହିଁଙ୍କ ଯୋଡିକୁ…

୧୪ ଘଣ୍ଟା ଅନ୍ଧାରରେ କେନିଆ, ହସ୍ପିଟାଲଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବି ଅନ୍ଧାର

ନାଇରୋବି,୨୬ା୮: ଆଫ୍ରିକୀୟ କେନିଆରେ ବିଦ୍ୟୁତ କାଟ୍‌ ଯୋଗୁ ସମଗ୍ର ଦେଶ ଖରାପ ଅବସ୍ଥାରେ ଗତି କରୁଛି। ଶୁକ୍ରବାର ରାତିରୁ କେନିଆରେ ବିଦ୍ୟୁତ୍‌କାଟ୍‌ ହୋଇଥିବା ବେଳେ ଶନିବାର ଅର୍ଥାତ୍‌…

ଅଭିଯୁକ୍ତ ଭାଷା ନ ବୁଝିଲେ ବି ଚାର୍ଜଶିଟ ବେଆଇନ ନୁହେଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୬।୮ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧିକ ପ୍ରକ୍ରିୟା (ସିଆରପିସି) ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଚାର୍ଜଶୀଟ କୋର୍ଟର ଭାଷାରେ ଦାଖଲ…

୫-ଟି ସଚିବଙ୍କ ସୋରଡ଼ା ଗସ୍ତ ବେଳେ ଲୋକଙ୍କୁ କଲମ ନ ନେବା ପାଇଁ କରାଯାଇଥିଲା ସତର୍କ

ସୋରଡ଼ା,୨୬ା୮(ଲମ୍ବୋଦର ପାଣିଗ୍ରାହୀ): ମିନି ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ପହଞ୍ଚିବା ପରେ ସୋରଡ଼ା ଏନ୍‌ଏସି ଓ ବେଲଗୁଣ୍ଠା ଏନ୍‌ଏସିର ଅଧ୍ୟକ୍ଷ ଓ କାଉନସିଲରମାନେ…