ଏସିଆ କପ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପୂର୍ବତନ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ୨ରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଏହାପୂର୍ବରୁ କ୍ରିକେଟ ଭେଟେରାନମାନେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କ୍ରମାଗତ ଭାବରେ ନିଜର ମତାମତ…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଫୁଲବାଣୀ,୨୯ା୮(ରାକେଶ କୁମାର ରାଉତ ): କନ୍ଧମାଳ ଜିଲାରୁ ଦାଦନ ଦୁଃଖ ସରିବାର ନାଁ ଧରୁନି। କାମଧନ୍ଦା ଖୋଜିବାକୁ ରାଜ୍ୟ ବାହାରକୁ ଯାଉଥିବା ଲୋକଙ୍କ ବିଭିନ୍ନ ପରିସ୍ଥିତିରେ ମୃତ୍ୟୁ…

ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ମଦ, ପଲିଥିନ ବ୍ୟବହାରରେ କଟକଣା

ପାରଳାଖେମୁଣ୍ଡି,୨୯ା୮(ଗିରିଧାରୀ ପରିଛା): ରାୟଗଡ଼ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳରେ ନିଶାଦ୍ରବ୍ୟ ବ୍ୟବହାର ନେଇ ବାରଣ କରାଯିବା ସହ ପଲିଥିନ…

ଅଳିଆଗଦାରୁ ମିଳିଲା ୯୦୦ ବର୍ଷର କୀର୍ତ୍ତିରାଜି

ବାଲିପାଟଣା,୨୯।୮(ଅଭିମନ୍ୟୁ ନାୟକ):ରକ୍ଷଣାବେକ୍ଷଣ ଅଭାବରୁ ରାଜ୍ୟର ବହୁ ପୁରାତନ କୀର୍ତ୍ତିରାଜି ସବୁ ଧୀରେ ଧୀରେ ହଜିଗଲାଣି। ତେବେ ଏଭଳି ଏକ ପୁରାତନ କୀର୍ତ୍ତିରାଜି ଖୋର୍ଦ୍ଧା ଜିଲା ବାଲିପାଟଣା ତହସିଲ…

ଶ୍ରେଷ୍ଠ ମହାନଗର ନିଗମ ଭାବେ ବିଏମ୍‌ସି ପୁରସ୍କୃତ

ଭୁବନେଶ୍ୱର, ୨୯।୮ (ବନ୍ଦନା ସେଠୀ):୧୩୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ‘ଶ୍ରେଷ୍ଠ ମହାନଗର ନିଗମ’ ଭାବେ ପୁରସ୍କୃତ ହୋଇଛି।…

ଜମି ଦେବା ନାଁରେ ୫୭ ଲକ୍ଷ ଠକେଇ

ଭୁବନେଶ୍ୱର,୨୯।୮(ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀରେ ଜମି ଠକେଇ ଅଭିଯୋଗ ବଢ଼ି ଚାଲିଛି। ଜମି ଦେବା ନାଁରେ ୫୭ ଲକ୍ଷ ଠକେଇ ହୋଇଥିବାନେଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର…

ସପ୍ତମ ଶ୍ରେଣୀ ବହିରେ ଜାତୀୟ ଯୁଦ୍ଧ ସ୍ମାରକୀ

ଭୁବନେଶ୍ୱର, ୨୯।୮(ଅସମାପିକା ସାହୁ): ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ(ଏନ୍‌ସିଇଆର୍‌ଟି)ର ସପ୍ତମ ଶ୍ରେଣୀ ଇଂଲିଶ ବହି ‘ହନିକମ୍ବ’ରେ ଜାତୀୟ ଯୁଦ୍ଧ ସ୍ମାରକୀ(ନ୍ୟାଶନାଲ ଓ୍ବାର୍‌ ମେମୋରିଆଲ)…

ଓଜନ କମ କରୁଥିବା ଔଷଧ ହୃଦରୋଗୀଙ୍କ ପାଇଁ ଭଲ

ଆମଷ୍ଟରଡର୍ମ,୨୯।୮: ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ ୨୦୨୩ରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଓଜନ ହ୍ରାସ କରୁଥିବା ଔଷଧ ସେମାଗ୍ଲୁଟାଇଡ…

ହିନ୍ଦୁଙ୍କୁ ଦୁର୍ବ୍ୟବହାର କରିବା ଏକ ଫ୍ୟାଶନ ହୋଇଗଲାଣି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌

ଲକ୍ଷ୍ନୌ,୨୯।୮:ସମାଜବାଦି ପାର୍ଟି(ଏସ୍‌ପି)ର ଜାତୀୟ ସାଧାରଣ ସମ୍ପାଦକ ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ରାମଚରିତମାନସ ଏପିସୋଡ ପରେ ସେ ହିନ୍ଦୁ ଧର୍ମକୁ ଏକ…

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା କାର୍ଯ୍ୟ ପୁଣି ଆରମ୍ଭ

କୋଣାର୍କ,୨୯।୮(ଜ୍ୟୋତିରାଜ ମହାନ୍ତି):୧୩ଶହ ଶତାବ୍ଦୀର ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦୀର୍ଘ ୧୨୦ବର୍ଷ ପରେ ପୁଣି ଖୋଲା ହେବା ପାଇଁ ଐତିହାସିକ ନିଷ୍ପତ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ…