ଉଜ୍ଜୀବିତ ରହିଛି ପରମ୍ପରା

ଭୁବନ,୨୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ଏକ ଅନନ୍ୟ ପର୍ବ ହେଉଛି ବଳଦଯାତ୍ରା। ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ଏହା ପାଳନ କରାଯାଏ। ଇତିହାସ ଅନୁଯାୟୀ, ଏଠାକାର…

‘କରନ୍ତୁ ନାହିଁ ଇରାକ ଯାତ୍ରା…’, ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଆମେରିକା

ଓ୍ବାଶିଂଟନ.୨୩।୧୦: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଇରାକ ଏବଂ ସିରିଆରେ ଆମେରିକାର ସେନାଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଅକ୍ଟୋବର ୭ରେ…

ମୁଣ୍ଡରେ ୩୧୯ କାଚଗ୍ଲାସ୍‌ ରଖି ଡ୍ୟାନ୍ସ କଲେ ଏହି ବ୍ୟକ୍ତି, ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଭିଡିଓ ଦେଖିଲେ…

ଜଣେ ବ୍ୟକ୍ତି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ସେ ତାଙ୍କ ମୁଣ୍ଡରେ ୩୧୯ କାଚଗ୍ଲାସ୍‌ ରଖି ଭାରସାମ୍ୟ ରକ୍ଷା କରି ନାଚୁଥିବାର ଦେଖିବାକୁ ମିଳିଛି। ଏପରି କରି…

ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ଫ ସମର୍ଥକଙ୍କୁ ଝଟକା

ବ୍ୟୁନସ ଆୟର୍ସ,୨୩।୧୦: ଆର୍ଜେଣ୍ଟିନାରେ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ଫଳାଫଳରେ ଦେଶର ଅର୍ଥନୀତି ମନ୍ତ୍ରୀ ସର୍ଜିଓ ମାସା ଆଗକୁ ଆସିଛନ୍ତି। ରବିବାର ରାତିରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ୮୬…

ବଞ୍ଚାଇବାକୁ ଚେଷ୍ଟା କରି ପାରିଲାନି ମା’ ହାତୀ, ଆଖି ବୁଜିଲା ଛୁଆ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ରବିବାର ଆହତ ହୋଇ ଚିକିତ୍ସାଧୀନ ଥିବା…

ହାଶିମ ଅମ୍ଲାଙ୍କ ରେକର୍ଡ ଭାଙ୍ଗି ଗିଲ୍‌ ହେଲେ ଦ୍ରୁତତମ ଖେଳାଳି

ଧର୍ମଶାଳା,୨୨ା୧୦: ଭାରତର ଓପନର ଶୁବମନ ଗିଲ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୨୦୦୦ ରନ୍‌ ପୂରଣ କରିଛନ୍ତି। ଏପରିକି ସେ ୨୦୦୦ ରନ୍‌ ପୂରଣ କରିବାରେ ଦ୍ରୁତତମ ଖେଳାଳି…

ଶତ୍ରୁଙ୍କ ପାଇଁ ସିଧାସଳଖ ଚେତାବନୀ ଜାରି କଲା ଆମେରିକା

ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ଆମେରିକା ଏହାର ଶତ୍ରୁମାନଙ୍କୁ ସିଧାସଳଖ ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ଲୟର୍ଡ ଅଷ୍ଟିନ ରବିବାର…

୧୦ ମାସରେ ଗଡ଼ିଲାଣି ୮୭ ମୁଣ୍ଡ

ବ୍ରହ୍ମପୁର,୨୩ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଦିନକୁ ଦିନ ହତ୍ୟା ଘଟଣା ବଢ଼ିବାରେ ଲାଗିଛି। କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ…

ଅନନ୍ୟ ପ୍ରତିଭାର ଅଧିକାରୀ ପ୍ରସନ୍ନ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମଣିଷ ଏକ କିନ୍ତୁ ପ୍ରତିଭା ଅନେକ। ମାନବ ସେବା ଓ ଭଗବାନଙ୍କ ପ୍ରଚାର ପ୍ରସାରରେ ଜୀବନ ଅତିବାହିତ କରିଚାଲିଛନ୍ତି। ବୟସର ଅପରାହ୍ନରେ ମଧ୍ୟ…

ବର୍ନିଲଙ୍କୁ ୧୫ ବର୍ଷରୁ କମ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ଯୁବ ବ୍ୟାଡ୍‌ମିଣ୍ଟନ ଖେଳାଳି ବର୍ନିଲ ଆକାଶ ଚାଙ୍ଗମାଇ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଏସିଆ ଜୁନିୟର ଚାମ୍ପିୟନଶିପ୍‌ ୧୫ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ…