ଟସ୍‌ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି: ଶ୍ରୀଲଙ୍କାର ବ୍ୟାଟିଂ ଜାରି…

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପର ୩୦ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହସମ୍‌ତୁଲ୍ଲା ଶାହିଦି ଟସ୍‌ ଜିତି ପ୍ରଥମେ…

ସରିଲା ଉଦ୍ଧାର କାର୍ଯ୍ୟ, ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର,୩୦ା୧୦: ଆନ୍ଧ୍ର-ଓଡ଼ିଶା ସୀମାରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ପରେ ସୋମବାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିସହ ମରାମତି କାମ ମଧ୍ୟ ଶେଷ…

୨ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୦ା୧୦: ଜମ୍ମୁ-କଶ୍ମୀରର ଯୁବ କ୍ରିକେଟର ବଂଶଜ ଶର୍ମାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁଇ ବର୍ଷ ପାଇଁ ବାସନ୍ଦ କରିଛି। ପୃଥକ ଜନ୍ମ ତାରିଖ ଥିବା…

ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ଜୀବନ ଗଲା

ନୟାଗଡ଼,୩୦ା୧୦(ଲୋକନାଥ ମିଶ୍ର): ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ପଞ୍ଚାୟତ ଅଭିମାନପୁର ପୋଖରୀରେ ବୁଡ଼ି ସୋମବାର ଦୁଇ…

ମା-ବାପାଙ୍କ ଆଗରେ କୁନିଝିଅକୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ବେଜିଂ,୩୦ା୧୦: ମଣିଷ ସହିତ ମାଙ୍କଡ଼ମାନଙ୍କ ସମ୍ପର୍କ ଯେତିକି ବନ୍ଧୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ବିପଦଜ୍ଜନକ। ଆପଣ ନିଶ୍ଚୟ ଅନେକଥର ଶୁଣିଥିବେ କିମ୍ବା ଦେଖିଥିବେ ମାଙ୍କଡ଼ମାନେ ଜିନିଷ ଉଠାଇ ନେଇ…

ଭାରତର ୧,୪୧୪ ପ୍ରାଚୀନ କଳାକୃତି ଫେରାଇବ ଆମେରିକା…

ନୂଆଦିଲ୍ଲୀ,୩୦।୧୦ : ଆମେରିକାରୁ ଭାରତକୁ ୧,୪୧୪ ପ୍ରାଚୀନ କଳାକୃତି ଫେରିବ। ସରକାରୀ ସୂତ୍ରରୁ ଉଦ୍ଧୃତ ରିପୋର୍ଟରେ ଦର୍ଶାଯାଇଛି ଏହି ଆଇଟମଗୁଡିକ ନ୍ୟୁୟର୍କର କନସୁଲେଟ ଜେନେରାଲ ଅଫ ଇଣ୍ଡିଆକୁ…

ଅନନ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କରୀନା

ମୁମ୍ବାଇ: ଆଜି ଅର୍ଥାତ୍‌ ଅକ୍ଟୋବର ୩୦ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ। ସୋମବାର ସେ ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅଭିନେତ୍ରୀ କରୀନା…

ମାତ୍ର ୧ ଟଙ୍କାରେ ଆଇଏଏସ କୋଚିଂ ଦେଉଛନ୍ତି ଏହି ଶିକ୍ଷକ…

ଲକ୍ଷ୍ନୌ,୩୦।୧୦ : ଆଜିର ସମୟରେ, ପ୍ରତ୍ୟେକ ଯୁବବର୍ଗ ଆଇଏଏସ ଏବଂ ପିସିଏସ ହେବାର ସ୍ବପ୍ନ ଦେଖୁଛନ୍ତି । ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ଦେଶର ଯୁବସ୍ବର୍ଗମାନେ…

୧୬ ବର୍ଷୀୟା ଝିଅଙ୍କ କାର୍ଯ୍ୟ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା: କାର୍‌ ଉପହାର ଦେବାକୁ ଘୋଷଣା

ଏସିଆନ ପାରା ଗେମ୍ସ ୨୦୨୩ରେ ୧୬ ବର୍ଷୀୟା ଶୀତଲ ଦେବୀ ଦୁନିଆକୁ ଦେଖାଇ ଦେଇଛନ୍ତି ଶାରୀରିକ ଅକ୍ଷମତା କେବଳ ଏକ ଭ୍ରମ। ବିନା ହାତରେ ସେ ନିକଟରେ…

ରାହୁଲଙ୍କୁ ସାଥୀ ଖେଳାଳି ଦେଲେ ବଡ଼ ମେଡାଲ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୩୦।୧୦: ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଭାରତ ଇଂଲଣ୍ଡ ଉପରେ ଚମତ୍କାର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ୧୦୦ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ବ୍ୟାଟ୍ସମ୍ୟାନଙ୍କ ସହ…