ଆମକୁ କେହି ରୋକିପାରିବେ ନାହିଁ: ନେତାନ୍ୟାହୁଙ୍କ ଚରମବାଣୀ

ଜେରୁଜେଲମ,୩।୧୧: ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପୁଣି ଥରେ ତାଙ୍କ ସୈନିକମାନଙ୍କୁ ଭେଟିଛନ୍ତି। ବେଞ୍ଜାମିନ ନେତାନ୍ୟାହୁ ଆଡାମ ବେସରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ…

ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

ଯାଜପୁର,୩ା୧୧(ହର୍ଷବର୍ଦ୍ଧନ ବେହେରା) : ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଛି। ଐତିହାସିକ, ପ୍ରାକୃତିକ, ସାଂସ୍କୃତିକ, ଧାର୍ମିକ ଆଦି କିମ୍ବଦନ୍ତୀ ବହନ କରୁଥିବା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ…

ସରକାରଙ୍କ ଅଧୀନକୁ ଯିବ ବୋର୍ଡ ହାଇସ୍କୁଲ

କଟକ,୩ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସରକାରଙ୍କ ଅଧୀନକୁ ଯିବ କଟକ ବଜ୍ରକବାଟିସ୍ଥିତ ବୋର୍ଡ ଅଫ୍‌ ସେକେଣ୍ଡାରୀ ହାଇସ୍କୁଲ। ୧୯୫୯ରେ ସ୍ଥାପିତ ସହରର ଏହି ପୁରାତନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମାଧ୍ୟମିକ…

ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଯୁବକ ଅଟକ

ବାରଙ୍ଗ,୨ା୧୧(ଲିଙ୍ଗରାଜ ରାଉତ): ଗୋଡ଼ି ସାହି ଫାଣ୍ଡି ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବାଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଯୁବକ…

ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଅନୁରୋଧ କଲା ଆମେରିକା

ଓ୍ବାଶିଂଟନ,୩ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଆଜି ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ୨୮ରେ ପହଞ୍ଚିଛି। ଏଥି ସହିତ ଏହି ଯୁଦ୍ଧରେ…

ଅମିତ ଶାହାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦିବ୍ୟାଙ୍ଗ ଯୁବକ

ନୂଆଦିଲ୍ଲୀ,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହରିୟାଣାର କର୍ଣ୍ଣଲରେ ପହଞ୍ଚିଛନ୍ତି। ମୁଖ୍ୟ ଅତିଥି ଭାବରେ ଏଠାରେ ସେକ୍ଟର ୪ର ଦଶହରା ଗ୍ରାଉଣ୍ଡରେ ଆୟୋଜିତ ଆନ୍ତୋଦୟ ମହାସମ୍ମିଳନୀରେ…

୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର

ଭୁବନେଶ୍ୱର, ୨।୧୧(ଅସମାପିକା ସାହୁ): କନ୍‌ଜେନିଟାଲ୍‌ ଗ୍ଲୁକୋମା ଆକ୍ରାନ୍ତ ଜଣେ ୯ମାସ ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରିବାରେ କିମ୍ସ ଡାକ୍ତରମାନେ ସଫଳ ହୋଇଛନ୍ତି। ଏଭଳି ବିରଳ ଅସ୍ତ୍ରୋପଚାର ପରେ…

୨ ହଜାରିଆ ନୋଟ୍‌ ବଦଳାଇବା ଘଟଣା: ଇଓଡବ୍ଲ୍ୟୁ, ଇଡି ତନାଘନା ସତ୍ତ୍ୱେ ଆର୍‌ବିଆଇରେ ଭିଡ଼

ଭୁବନେଶ୍ୱର,୨।୧୧(ସତ୍ୟଜିତ୍‌ ରାଉତ) ୨ହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଲମ୍ବା ଧାଡ଼ି ଲାଗିବା ପ୍ରସଙ୍ଗ ଚାରିଆଡ଼େ…

ସିଭିଲ ସର୍ଭିସ୍‌: ୮ ଜଣଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର,୩ା୧୧(ଅନିଲ ଦାସ): କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷା (ସିଏସ୍‌ଇ)-୨୦୨୨ରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ଗୁରୁବାର କେନ୍ଦ୍ର ସରକାରଙ୍କ କାର୍ମିକ…