ହମାସ୍‌କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍‌

ଜେରୁଜେଲମ୍‌,୬ା୧୧: ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ…

ଏମ୍‌ଆର୍‌ଆଇ ପାଇଁ ଯାଉଥିଲେ ଭୁଲ୍‌ରେ ବି ସାଙ୍ଗରେ ନିଅନ୍ତୁନି ଏହି ଜିନିଷ, ନଚେତ ଭୋଗିବେ କୁପରିଣାମ, ଭିଡିଓ ଦେଖିଲେ ହିଁ ବୁଝିପାରିବେ

ଯେତେବେଳେ ଆମେ ଏମ୍‌ଆର୍‌ଆଇ ପାଇଁ ଯାଇଥାଉ ସେଠାରେ ଥିବା କର୍ମଚାରୀମାନେ ଆମକୁ ଆଗୁଆ କୁହନ୍ତି ଯେ, ଧାତୁରେ ତିଆରି ଜିନିଷଗୁଡିକ ଭୁଲ୍‌ରେ ନେବା ଉଚିତ ନୁହେଁ। ଏପରିକି…

ଲୋକଙ୍କୁ ଚା’ବାଣ୍ଟିଲେ ରାହୁଲ ଗାନ୍ଧୀ

ଡେରାଡୁନ,୬।୧୧: ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ…

ଚାକିରି ପାଇଁ ସିଭିରେ ଏଭଳି ଗୋପନୀୟ ତଥ୍ୟ ଲେଖିଲେ ଯୁବକ, ସିଇଓ ଲଜ୍ଜିତ ହୋଇ ମୁଣ୍ଡ ତଳକୁ କଲେ, ଟୁଇଟର ହ୍ୟାଣ୍ଡେଲରେ ଶେୟାର…

ଓ୍ବାଶିଂଟନ,୬।୧୧ : ଚାକିରି ଦେବା ପୂର୍ବରୁ ବେସରକାରୀ କମ୍ପାନୀମାନେ ପ୍ରଥମେ ପ୍ରାର୍ଥୀଙ୍କଠାରୁ ସିଭି ମାଗନ୍ତି। ତେଣୁ ଲୋକମାନେ ସେମାନଙ୍କର ସିଭି ଏପରି କରିବାକୁ ଚେଷ୍ଟା କରନ୍ତି ଯେପରି…

ଭାଜପାରେ ମିଶିବେ ୫୦ କଂଗ୍ରେସ ବିଧାୟକ: ଭାଜପା ନେତାଙ୍କ ଦାବି ନେଇ ରାଜନୀତି ସରଗରମ

ବେଙ୍ଗାଲୁରୁ,୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀଙ୍କ ଦାବି କର୍ନାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଜୟପୁରରେ…

ଜୟପୁରରେ ପହଞ୍ଚିଲା ବିମାନ

ଭୁବନେଶ୍ୱର,୬ା୧୧: ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ସୋମବାର ସକାଳ ୭.୧୦ରେ ଉଡ଼ାଣ କରିଥିବା ଇଣ୍ଡିଆଓ୍ବାନ୍‌ ଏୟାର ବିମାନ  ୮.୪୫ରେ କୋରାପୁଟ ଜିଲାର ଜୟପୁରଠାରେ ପହଞ୍ଚିଛି। ତେବେ ଏହି ବିମାନ…

ସ୍ତ୍ରୀଙ୍କ ଗୀତରେ ପଡ଼ିଆରେ ନାଚିଲେ କୋହଲି

କୋଲକାତା,୬।୧୧:ଭାରତୀୟ କ୍ରିକେଟର ବିରାଟ କୋହଲି ଜନ୍ମଦିନ ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ହାସଲ କରି ନିଜକୁ ଏବଂ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ସ୍ତ୍ରୀ ଅନୁଷ୍କା…

୩୫ ବର୍ଷ ବୟସ୍କା ପ୍ରଫେସର ୨୦ ବର୍ଷ ବୟସ୍କ ଛାତ୍ରଙ୍କୁ କଲେ ବିବାହ, ବଳାତ୍କାର ମାମଲାରେ ଜାମିନ ପ୍ରଦାନ କଲେ କୋର୍ଟ…

ନୂଆଦିଲ୍ଲୀ,୬।୧୧ : ପ୍ରେମ, ଯୌନ ସମ୍ପର୍କ ଏବଂ ପ୍ରତାରଣା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି…

ଭାରତ-ପାକିସ୍ତାନ ହେବ ସେମିଫାଇନାଲ୍‌! ଜାଣନ୍ତୁ କ’ଣ କହୁଛି ତାଜା ସମୀକରଣ

ନୂଆଦିଲ୍ଲୀ,୬।୧୧: ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳ ନିଜର ଆଭିମୁଖ୍ୟକୁ ସଂପୂର୍ଣ୍ଣ ଭାବେ ଦର୍ଶାଇଛି। ଭାରତ ହେଉଛି ଏକମାତ୍ର ଦଳ ଯାହାକୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ପରାସ୍ତ…

ଚାଇନାରେ ତୁଷାରପାତ,ସ୍କୁଲ ବନ୍ଦ, ବିମାନ ଉଡାଣ ବାତିଲ…

ବେଜିଂ,୬।୧୧ : ଚଳିତ ଥର ଶୀତ ସମୟ ପୂର୍ବରୁ ଚାଇନାରେ ପହଞ୍ଚିଛି। ସୋମବାର ଚାଇନାର ଉତ୍ତର-ପୂର୍ବାଞ୍ଚଳରେ ଏକ ତୁଷାର ଝଡ ସୃଷ୍ଟି ହୋଇଛି। ଦେଶର ଉତ୍ତର ହିଲୋଙ୍ଗଜିଆଙ୍ଗ…