ପୁଣି କେନ୍ଦ୍ର ଉପରେ ବର୍ଷିଲେ ନୀତୀଶ

ପାଟନା,୧୬।୧୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି। ଗୁରୁବାର ପାଟଣାର ବାପୁ ଅଡିଟୋରିୟମରେ ଆୟୋଜିତ ଶିଳ୍ପ ବିଭାଗ କାର୍ଯ୍ୟକ୍ରମକୁ ସମ୍ବୋଧିତ…

ଡାକ୍ତର ନିଯୁକ୍ତି ନେଇ ଦାବିପତ୍ର

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଘସିପୁରା ବ୍ଲକ ଅନ୍ତର୍ଗତ ବାତୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ପଞ୍ଚାୟତବାସୀ ସିଡିଏମ୍‌ଓ କେନ୍ଦୁଝର ଡାକ୍ତର କେ.ସି. ପୃଷ୍ଟିଙ୍କୁ ଲିଖିତ ଦାବିପତ୍ର…

ବର୍ଷା ସାଜିପାରେ ଦକ୍ଷିଣ ଆଫ୍ରିକା ପାଇଁ ବରଦାନ, ଏହି ପରି ଭାବେ ଫାଇନାଲରେ କରିବ ପ୍ରବେଶ

କୋଲକାତା,୧୬।୧୧: ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଦଳ ଇଣ୍ଡିଆ ଏହାର ବିପକ୍ଷ ଦଳକୁ ଅପେକ୍ଷା…

ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା

ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍‌ସି। ହେଲେ ଧାର୍ମିକ…

ଟଏଲେଟ ଭିତରେ ଫଣା ଟେକିଥିଲା ସାପ: ଆଉ ତା’ପରେ, ଭୟଙ୍କର ଭିଡିଓ ଦେଖିଲେ…

ସାପ ଏକ ବିପଜ୍ଜନକ ପ୍ରାଣୀ। ଲୋକେ ଏହାକୁ ଦେଖି ଭୟ କରନ୍ତି। କ୍ଷେତ, ରାସ୍ତା ଏବଂ ନିଛାଟିଆ ରାସ୍ତାରେ ସାପ ବୁଲୁଥିବା ଦେଖାଯାଏ। ବେଳେବେଳେ ଘର ଭିତରକୁ…

ପଞ୍ଚମ ଦିନରେ ପହଞ୍ଚିଲା ଉତ୍ତରକାଶି ଟନେଲ ଉଦ୍ଧାରକାର୍ଯ୍ୟ, ଥାଇଲାଣ୍ଡ ବିଶେଷଜ୍ଞଙ୍କ ସହିତ ଚାଲିଛି ପରାମର୍ଶ

ନୂଆଦିଲ୍ଲୀ, ୧୬ା୧୧: ଉତ୍ତରକାଶି ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ପଞ୍ଚମ ଦିନରେ ପହଞ୍ଚିଛି। କେନ୍ଦ୍ରମନ୍ତ୍ରୀ ଭିକେ. ସିଂହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆଉ ଦୁଇରୁ ତିନି…

ମୁକୁଳାପଡ଼ିଛି ଶତାଧିକ ବୋର୍‌ଓ୍ବେଲ, କ୍ଷେତ୍ରୀୟ ଅନୁଧ୍ୟାନ କରିବେ ବିଭାଗୀୟ ଇଞ୍ଜିନିୟର

ସୋନପୁର,୧୬।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତର କଇଁଫୁଲ ଗାଁରେ ଏକ ଡିପ୍‌ ବୋରଓ୍ବେଲରେ ପଡି ଦୁଃଖୀ ନେଗୀ(୭୨) ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

ବିରାଟ, ଆୟର ନୁହେଁ ଟିମ ଇଣ୍ଡିଆର ଅସଲି ହିରୋ ହେଉଛନ୍ତି ରୋହିତ ଶର୍ମା: ଏଭଳି କାହିଁକି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

ନୂଆଦିଲ୍ଳୀ,୧୬।୧୧: ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତୀୟ କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ…

ଦେବଗିରି ଆଶ୍ରମ ସନ୍ଥଙ୍କୁ ମରଣାନ୍ତକ ଆକ୍ରମଣ, କଲ୍ୟାଣସିଂହପୁର ଥାନରେ ଏତଲା

ରାୟଗଡ଼ା, ୧୬।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ଶୈବପୀଠସ୍ଥିତ ଆଶ୍ରମରେ ରହୁଥିବା ସନ୍ନ୍ୟାସୀ ସ୍ବରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ମଙ୍ଗଳବାର…

ପ୍ରାଣୀଧନ ଚିକିତ୍ସାଳୟରୁ ମିଳିଲା ଭେଟନାରୀ ଟେକ୍ନିସିଆନଙ୍କ ମୃତଦେହ

ହିଞ୍ଜିଳିକାଟୁ,୧୬ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଞ୍ଚୁରୁ ପ୍ରାଣୀଧନ ଚିକିତ୍ସାଳୟର ଭେଟ୍‌ନାରୀ ଟେକ୍ନିସିଆନ ପ୍ରମୋଦ କୁମାର ମହାଙ୍କୁଡ଼ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଚିକିତ୍ସାଳୟ…