ପଞ୍ଚଭୂତରେ ବିଲୀନ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର

ଭୁବନେଶ୍ୱର,୨୫ା୯(ଅସମାପିକା ସାହୁ): ଚିତ୍ରକଳା ଜଗତ ପାଇଁ ସୋମବାର ହେଉଛି ଏକ ଦୁଃଖଦ ଦିବସ। ପଞ୍ଚମହାଭୂତରେ ଲୀନ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର। ସ୍ବାଧୀନତା ପୂର୍ବ…

ବିବାଦୀୟ ବୟାନ ମାମଲାରେ କାରଣ ଦର୍ଶାଅ ନୋଟିସ ଦେଇଥିଲା ଭାଜପା, ଜବାବ ଦେବା ପାଇଁ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ରମେଶ ବିଧୁରୀ

ନୂଆଦିଲ୍ଲୀ,୨୫।୯: ଭାଜପା ଏମ୍‌ପି ରମେଶ ବିଧୁରୀ ଲୋକ ସଭାରେ ଦେଇଥିବା ବୟାନ ପରେ ରାଜନୀତି ତୀବ୍ର ହୋଇଛି। ବୟାନକୁ ନେଇ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ରମେଶ…

ଅନଶନରେ ବସିଲେ ଜେଲ୍‌ କର୍ମଚାରୀ

ଭଦ୍ରକ,୨୫ା୯(ସନାତନ ରାଉତ): ଜେଲ୍‌ କର୍ମଚାରୀମାନେ ସେମାନଙ୍କର ପ୍ରମୁଖ ଦାବି ପୂରଣ ପାଇଁ କଳା ବ୍ୟାଜ୍‌ ପରିଧାନ ପରେ ସୋମବାରଠାରୁ ଜେଲ୍‌ ଆଗରେ ଅନଶନରେ ବସିଛନ୍ତି। ସେମାନଙ୍କର ପଦୋନ୍ନତି,…

ବାଂଲାଦେଶରେ ୩୮୦୦୦ ଡେଙ୍ଗୁ ରୋଗୀ ଚିହ୍ନଟ

ଢାକା,୨୫ା୯: ନ୍ୟାଶନାଲ ସେଣ୍ଟର ଫର୍‌ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ତଥ୍ୟ ଅନୁଯାୟୀ, ଗତ ବର୍ଷ କେବଳ ପଶ୍ଚିମବଙ୍ଗରେ ସର୍ବାଧିକ ୬୭୨୭୧ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ। ଅତି…

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ବଡ ଆଶ୍ୱସ୍ତି

ଲକ୍ଷ୍ନୌ,୨୫।୯: ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ବର୍ଷର ଦଣ୍ଡ ଉପରେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଆଶ୍ୱସ୍ତି…

ଖଟିଆରେ ଭରା ନଦୀ ପାର୍‌ ହେଲେ ରୋଗୀ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ସରକାର କଳାହାଣ୍ଡିକୁ ଆକାଂକ୍ଷା ଜିଲା ଭାବେ ଘୋଷଣା କଲା ପରେ ମଧ୍ୟ ଆଜି ବି’ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିନାହିଁ। ଜିଲାର…

ଜାଣିଶୁଣି ଋଣ ପୈଠ ନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ସର୍କୁଲାର ଜାରି…

ନୂଆଦିଲ୍ଲୀ,୨୫।୯ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା…

ୟୁକ୍ରେନ ଧ୍ୱଂସ କଲା ରୁଷିଆର ୧୧ କ୍ରୁଜ କ୍ଷେପଣାସ୍ତ୍ର, ୧୯ ଡ୍ରୋନ…

କିଭ/ମସ୍କୋ,୨୫।୯ : ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ୟୁକ୍ରେନର ବାୟୁସେନା ସୋମବାର…

୧୭ ଚୁଲିରେ ୧୨ ରାନ୍ଧୁଣିଆ ପ୍ରସ୍ତୁତ କରିବେ ୧୫୧ କିଲୋଗ୍ରାମର ବିଶାଳକାୟ ରୁଟି, ଅକ୍ଟୋବର ୮କୁ ଅପେକ୍ଷା…

ଭିଲଓ୍ବାରା,୨୫।୯ : ମେୱାରର ଗେଟୱେ ଭାବରେ ଜଣାଶୁଣା ଭିଲୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ସଟାଇଲ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ ସିଟି ଭାବରେ ଜଣାଶୁଣା ଥିଲା। କିନ୍ତୁ ଆଗାମୀ ଦିନରେ…

ଆଜି ମୋ ପାଖରେ ଅର୍ଥମନ୍ତ୍ରଣାଳୟ, ଆସନ୍ତାକାଲି ରହିବ କି ନାହିଁ ଜାଣେନା: ଅଜିତଙ୍କ ମନ୍ତବ୍ୟ ନେଇ କଳ୍ପନା ଜଳ୍ପନା…

ମୁମ୍ବାଇ,୨୫।୯ : ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ତାଙ୍କ ବିବୃତ୍ତିରେ ପୁଣିଥରେ ରାଜ୍ୟ…