ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇଛନ୍ତି ୪୦ ହଜାର ଶ୍ରମିକ

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରୁ ୪୦୦୮୮ ଜଣ ଶ୍ରମିକ ବାହାର ରାଜ୍ୟ ତଥା ଦେଶକୁ ଦାଦନ ଖଟିବାକୁ ଯାଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନରେ ବିଧାନସଭାରେ…

୨ ବର୍ଷରେ ବିକ୍ରି ହେଲାଣି ୬୬ ହଜାର ଇଲେକ୍ଟ୍ରିକ ଯାନ

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ଓଡିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଲାଗୁ ହେବା ପରଠାରୁ ୨୦୨୩ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୬ ହଜାର ୪୬୭ ଟି ଦୁଇ ଚକିଆ,…

ଖର୍ଚ୍ଚ ହୋଇ ପାରୁନି ବିଧାୟକ, ଏମ୍‌ପି ଆଞ୍ଚଳିକ ଉନ୍ନୟନ ପାଣ୍ଠି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରେ ବିଧାୟକ ଓ ଏମପି ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଖର୍ଚ୍ଚ ହୋଇ ପାରୁ ନାହିଁ। ଦୀର୍ଘ ବର୍ଷ ଧରି ବହୁ କୋଟି ଟଙ୍କା ପଡ଼ି ରହୁଛି।…

କେବିସି ଜୁନିଅରରେ ଓଡ଼ିଆ ପୁଅ ଅତ୍ୟୁକ୍ତ

ଭୁବନେଶ୍ୱର, ୨୪ା୧୧(ଅସମାପିକା ସାହୁ):ଚଳିତ ସିଜନ୍‌ର କୌନ୍‌ ବନେଗା କରୋଡ଼ପତି(କେବିସି) ଜୁନିଅରରେ ଚମକିଛନ୍ତି ଓଡ଼ିଆ ପୁଅ ଅତ୍ୟୁକ୍ତ ବେହୁରାୟ। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୦ ବର୍ଷ ବୟସ୍କ ଅତ୍ୟୁକ୍ତ…

ଆଜି ଯୁବ ସମ୍ମିଳନୀ: ସୋନୁ, ରିକି ମୁଖ୍ୟ ଆକର୍ଷଣ

ସାରା ବିଶ୍ୱ ପାଇଁ ଜଳବାୟୂ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରୁଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ…

ରାହୁଲ ଜଣେ ଯୋଦ୍ଧା, କାହାକୁ ଭୟ କରିବେ ନାହିଁ: ସୁପ୍ରିୟା

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପନୌତି ବୋଲି କହି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏକ ନୋଟିସ୍‌ ଜାରି କରିଛନ୍ତି। ଏହା ଉପରେ…

ଚିଡ଼ିଆଖାନାରେ ବୁଲୁଥିଲେ ପର୍ଯ୍ୟଟକ, ଗାଡ଼ି ଭିତରକୁ ପଶି ଆସି ସିଂହୀ କଲା ଏମିତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଛାତିଥରା ଭିଡିଓ ଭାଇରାଲ…

ମୁମ୍ବାଇ ବିମାନବନ୍ଦରକୁ ବୋମା ପକାଇ ଉଡାଇ ଦେବାକୁ ମିଳିଲା ଧମକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨କୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହି ଧମକ ଇମେଲ…

ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ: ଚାଲିଗଲା ୩୦ ଜୀବନ, ୯୩ ଜଣ ଆହତ

ଜେରୁଜେଲମ,୨୪।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୪୯ ଦିନ ବିତିଗଲାଣି। ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଷ୍ଟ୍ରିପ ଉପରେ ଏୟାରଷ୍ଟ୍ରଇକ୍‌ କରୁଛି। ଗାଜାରେ…