ଟ୍ରୁଡୋଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଭାରତୀୟ-କାନାଡିୟ ବ୍ୟବସାୟୀ, ଭାରତ ବିରୋଧରେ ଅଭିଯୋଗକୁ କହିଲେ ଦାୟିତ୍ୱହୀନ

ଓଟାଓ୍ବା,୨୮।୯: କାନାଡାରେ ରହୁଥିବା ଭାରତୀୟ ପ୍ରବାସୀମାନେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା ଭାରତ ବିରୋଧରେ ଆସିଥିବା…

ଆମେ ଗଠନ କରିବୁ ନୂଆ ମେଣ୍ଟ: ଏଆଇଏଡିଏମକେ…

ଚେନ୍ନାଇ,୨୮।୯ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମେ ଏକ ନୂଆ ମିଳିତ ମେଣ୍ଟ ଗଠନ କରିବୁ ବୋଲି ପାଲାନିସାମିଙ୍କ ଦଳ ଏଆଇଏଡିଏମକେ କହିଛି। ଏଥିସହ ତାମିଲନାଡୁର…

ସହରରେ ବଢୁଛି ସାଇବର ଅପରାଧ, ରୋକିବା ପାଇଁ ପୋଲିସର ପ୍ରୟାସ ଆରମ୍ଭ

ଛତ୍ରପୁର,୨୮ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଦିନକୁ ଦିନ ସହରରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର…

ୟୁପି ଏସ୍‌ଟିଏଫ୍‌କୁ ବଡ଼ ସଫଳତା, ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମ ଦିଲ୍ଲୀରୁ ଗିରଫ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଆଜି ଏକ ବଡ଼ ସଫଳତା ପାଇଛି । ମାଫିଆ ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମଙ୍କୁ ଗୁରୁବାର ଏସ୍‌ଟିଏଫ୍‌ ଦିଲ୍ଲୀରୁ ଗିରଫ…

ଉତ୍ପିଡନର ଅଭିଯୋଗ କରିଥିଲେ ଆଣ୍ଟାର୍କଟିକାର ମହିଳା, ଏବେ ବାରରୁ ମଦ କିଣି ପାରିବେ ନାହିଁ ଶ୍ରମିକ

ଓ୍ବେଲିଂଗଟନ,୨୮।୯: ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ ହେଉଛି ଆଣ୍ଟାର୍କଟିକା । ତୁଷାର ଚାଦରରେ ଆବୃତ ଏହି ସ୍ଥାନଟି ମଧ୍ୟ ଏହାର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଆଣ୍ଟାର୍କଟିକାରେ ରହିବା…

ଗୀଟାର ବଜାଇଲେ ଆମେରିକା ବୈଦେଶିକ ସଚିବ

ଓ୍ବାଶିଂଟନ,୨୮ା୯: ଗ୍ଲୋବାଲ୍‌ ମ୍ୟୁଜିକ୍‌ ଡିପ୍ଲୋମାସି ଇନିସିଏଟିଭ୍‌ର ଲଞ୍ଚ ଇଭେଣ୍ଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୀଟାର ବଜାଇଛନ୍ତି। ଶାନ୍ତି ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ତଥା…

ଆଗକୁ ଦୀପାବଳି: ପୁଣି ଶସ୍ତା ହେଲା ସୁନା, ରୁପା

ନୂଆଦିଲ୍ଲୀ,୨୮।୯: ଯଦି ଆପଣ ସୁନା ଓ ରୁପା ଶସ୍ତା ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ବଡ ଖବର ଆସିଛି। ସୁନା ଓ ରୁପା ଦର ହ୍ରାସ ପାଇଛି।…

ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୯: ୨୮ ସେପ୍ଟେମ୍ବର ଅର୍ଥାତ୍‌ ଆଜି ହେଉଛି ଲତା ମଙ୍ଗେଶକର ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ…

ବୈଠକରେ ନେତାଙ୍କ ଉପରେ ବର୍ଷିବା ସହ ଉପଦେଶ ବି ଦେଲେ ନଡ୍ଡା-ଶାହା, ୪୮ ଘଣ୍ଟା ଭିତରେ ଜାରି ହୋଇପାରେ ପ୍ରଥମ ସୂଚୀ

ଜୟପୁର,୨୮।୯: ପରିବର୍ତ୍ତନ ସଂକଳ୍ପ ଯାତ୍ରାର ମହାସଭା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ଭାଜପା ବିଧାନସଭା ନିର୍ବାଚନକୁ ନେଇ ସକ୍ରିୟ ହୋଇଛି। ବୁଧବାର ଠାରୁ ଦଳର ଦୁଇ…

ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ

ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍‌ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ…