ବିଶ୍ୱକପ୍‌ ଲାଗି ଜିଓ-ଏୟାଟେଲର ସ୍ବତନ୍ତ୍ର ପ୍ଲାନ; ମିଳିବ ଡିଜନୀ+ହଟ୍‌ଷ୍ଟାର ସୁବିଧା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପ୍ରଶଂସକଙ୍କ କ୍ରେଜ୍‌ ବଢ଼ିଛି। ତେବେ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ…

କାହାକୁ ବିଦାୟ ଦେବା ସମୟରେ କାହିଁକି କୁହାଯାଏ ଟା ଟା, ପ୍ରକୃତ କାରଣ ଜାଣିଲେ…

ଯେତେବେଳେ ଆମେ କାହାକୁ ବିଦାୟ ଦେଇଥାଉ ଆମେ ଟା ଟା କହିଥାଉ। ଏପରିକି ଆମେ ଆମର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ପାଇଁ ଏହି ଶବ୍ଦ ବ୍ୟବହାର…

ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଡାକ୍ତରଙ୍କ ପ୍ରେସକ୍ରିପଶନରେ ନ ରଖିବାକୁ ପରାମର୍ଶ ଦେଲେ ଚିକିତ୍ସା ବିଶେଷଜ୍ଞ

ନୂଆଦିଲ୍ଲୀ,୭।୧୦: ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଏକ ପ୍ରେସକ୍ରିପଶନ ଔଷଧ ଭାବରେ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ଚିକିତ୍ସା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କାରଣ ଡାକ୍ତରଙ୍କ ପ୍ରେସକ୍ରିପସନ…

ଇସ୍ରାଏଲ ଉପରେ ଆକ୍ରମଣ: ନେତନ୍ୟାହୁ ଡାକିଲେ ଜରୁରୀ ବୈଠକ

ଜେରୁଜେଲମ,୭।୧୦: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଖାଲିସ୍ତାନ ମଧ୍ୟରେ ପୁଣିଥରେ ସ୍ଥିତି ବିଗିଡିଯାଇଛି। ଶନିବାର ସକାଳେ ହମାସ ଆତଙ୍କବାଦୀମାନେ ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରିଛନ୍ତି। ସର୍ବପ୍ରଥମେ…

ଏନ୍‌ଏସି ଇଓଙ୍କ ବଦଳିକୁ ବିରୋଧ: କାଯ୍ୟାଳୟରେ ତାଲାପକାଇ ଧରାଣା

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ହୋଇଛି । ଏହାକୁ ବିରୋଧ କରି ଏନ୍‌ଏସିର ସମସ୍ତ ସ୍ବୟଂ ସହାୟକ ମହିଳା, ସୁଇପରଙ୍କ ସମେତ…

ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୭।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ…

ହମାସ ବିରୋଧରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ

ଜେରୁଜେଲମ,୭।୧୦: ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ ହୋଇଛି। ଶନିବାର ସକାଳେ ଗାଜାରୁ ଇସ୍ରାଏଲକୁ ହୋଇଥିବା ମିସାଇଲ ମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ…

ନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷାଙ୍କ ଅଡୁଆ ବଢ଼ିଲା

ବଲାଙ୍ଗୀର,୭ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ପୌରାଧ୍ୟକ୍ଷା ଏବଂ ପୌର ନିର୍ବାହୀ ଅଧିକାରୀ ସ୍ବାଧିକାର ଭଙ୍ଗ…

ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ,୭।୧୦: ବିଏସପିର ପୂର୍ବତନ ନେତା ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଶନିବାର ସଂଗଠନର ମହାସଚିବ କେସି ଭେଣୁଗୋପାଳ ତାଙ୍କୁ ସଦସ୍ୟତା ଦେଇଛନ୍ତି। ଇମ୍ରାନ୍‌ ମସୂଦ ପୂର୍ବରୁ…

ଆଉ ନିଦରୁ ଉଠିବେନି ବିକ୍ରମ-ପ୍ରଜ୍ଞାନ! ଚନ୍ଦ୍ରାୟାନ ୩ ମିଶନ ଶେଷ ହେବା ନେଇ ସଙ୍କେତ ଦେଲେ ପୂର୍ବତନ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୭।୧୦: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଆଇଏସଆରଓ)ର ପୂର୍ବତନ ଚେୟାରମ୍ୟାନ ଏସ କିରଣ କୁମାର କହିଛନ୍ତ, ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସକ୍ରିୟ ହେବାର…