ଇସ୍ରାଏଲକୁ ସାହାଯ୍ୟ କରୁଛି ଆମେରିକା, ପଠାଇଲା ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ

ଓ୍ବାଶିଂଟନ,୧୩।୧୦: ହମାସ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣର କିଛି ଘଣ୍ଟା ପରେ ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଆମେରିକା ଏହି ଅଞ୍ଚଳରେ ଇସ୍ରାଏଲକୁ ସାହାଯ୍ୟ…

ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଥିବା ସୂଚନା, ଅଷ୍ଟ୍ରେଲୀୟ ଯାତ୍ରୀ ଗିରଫ

ସିଡ଼ନୀ,୧୩।୧୦: ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଧମକ ଦେବା ଅଭିଯୋଗରେ ଅଷ୍ଟ୍ରେଲୀୟ ୩୦ ବର୍ଷୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଦ୍ୱାରା ବୋମା ଧମକ…

ଆବେଦନର ୭ବର୍ଷ ପରେ ବି ମିଳିଲାନି ଭତ୍ତା

ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): ସରକାର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳ ଗରିବଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ନିଶ୍ଚିନ୍ତକୋଇଲି…

ହିଂସାକୁ ରୋକିବା ପାଇଁ ବିଶ୍ୱ ଏକଜୁଟ ହେବା ଆବଶ୍ୟକ

ନୂଆଦିଲ୍ଲୀ,୧୩।୧୦: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଇସ୍ରାଏଲ-ଗାଜା ଯୁଦ୍ଧର କାରଣ ହମାସଙ୍କ ଆତଙ୍କବାଦୀ ଆକ୍ରମଣକୁ ଦର୍ଶାଇଛନ୍ତି। ତେବେ ଏହାକୁ ରୋକିବା…

ଆଫଗାନିସ୍ତାନରେ ପୁଣି ଭୂକମ୍ପ…

କାବୁଲ,୧୩।୧୦: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏକ ସପ୍ତାହ ମଧ୍ୟରେ ଦାରିଦ୍ର୍ୟର ଶିକାର ହୋଇଥିବା ଦେଶରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ନ୍ୟାଶନାଲ ସେଣ୍ଟର…

‘ବୈଜୁ ବାୱରା’ରେ ନୟନତାରା

ମୁମ୍ବାଇ: ‘ଜୱାନ’ରେ ସାଉଥ୍‌ ଅଭିନେତ୍ରୀ ନୟନତାରାଙ୍କ ପୋଲିସ ଭୂମିକା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ହେଲେ ସେ ଫିଲ୍ମ ନିର୍ଦ୍ଦେଶକ ଏଟଲି କୁମାରଙ୍କ ଉପରେ ଏତେ ଖୁସି…

ଦୁର୍ଘଟଣା ପରେ ପୂରା କଲେ ସ୍ବପ୍ନ

ଅଷ୍ଟିନ: ନିଜ ସ୍ବପ୍ନକୁ ପୂରା କରିବାକୁ ଲୋକେ ଅନେକ ବାଧାବିଘ୍ନକୁ ଖାତିର କରି ନ ଥାନ୍ତି। ତାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଗାଲ୍‌ଭେଷ୍ଟେନ ବାସିନ୍ଦା…

ବିଓବି ପକ୍ଷରୁ ୩୪୫ ସ୍କୁଟି ବଣ୍ଟନ

ଭୁବନେଶ୍ୱର,୧୩।୧୦:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଓଡ଼ିଶା କ୍ଷେତ୍ର ପକ୍ଷରୁ ୩୪୫ଟି ସ୍କୁଟି ବଣ୍ଟନ କରାଯାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ସ୍ବୟଂ…

ଆଇନଗତ ବିଦ୍ୟୁତ୍‌ ସଂଯୋଗକୁ ଗୁରୁତ୍ୱ

ଭୁବନେଶ୍ୱର,୧୩।୧୦:ପ୍ରତିବର୍ଷ ଭଳି ଚଳିତ ବର୍ଷ ପାର୍ବଣ ସମୟରେ ଆଇନଗତ ବିଦ୍ୟୁତ୍‌ ସଂଯୋଗକୁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଚଳିତ ପାର୍ବଣ…

ପାହାଳରେ ମୋଟୋ ଭାଲ୍‌ଟର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୧୩।୧୦:ମୋଟୋ ଭାଲ୍‌ଟ ମଲ୍‌ଟି ବ୍ରାଣ୍ଡ୍‌ ସୁପର ବାଇକର ନୂତନ ଆଉଟ୍‌ଲେଟ (ଫ୍ରାଞ୍ଚାଇଜ) ଗୁରୁବାର ଭୁବନେଶ୍ୱରର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସଆର ଅଟୋମୋବାଇଲ ଆନୁକୂଲ୍ୟରେ…