ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୩ ମୃତ୍ୟୁ, ୪୧୨ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୨୬।୧୨: କରୋନା ଭାଇରସ ସଂକ୍ରମର ପୁଣିଥରେ ଦେଶରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୧୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଗତ…

VIRAL VIDEO: ସାଲାର ଫିଲ୍ମ ଦେଖିବାକୁ ପିଲାଙ୍କୁ ମିଳିଲାନି ଏଣ୍ଟ୍ରି, ରାଗିକି ଏଭଳି କିଛି କଲେ ମହିଳା, ଦେଖନ୍ତୁ ପୂରା ଭିଡିଓ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ମାତ୍ର ୩ ଦିନ ମଧ୍ୟରେ, ଏହି ଚଳଚ୍ଚିତ୍ରଟି ଭାରତୀୟ ପ୍ରେକ୍ଷାଳୟରେ ୨୦୦କୋଟିରୁ ଅଧିକ ବ୍ୟବସାୟ…

୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ନିମନ୍ତ୍ରଣପତ୍ର ବାଣ୍ଟିବାକୁ ବାହାରିଲା ଟିମ୍‌

ପୁରୀ, ୨୬୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ…

ଘନ କୁହୁଡି ଯୋଗୁ ଦିଲ୍ଲୀରେ ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୬।୧୨: ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ୟୁପି ସମେତ ଦେଶର ଅନେକ ରାଜ୍ୟରେ ସକାଳେ ଘନ କୁହୁଡି ରହିଥିଲା। ସବୁଠାରୁ ଖରାପ ପରିସ୍ଥିତି ହେଉଛି ରାଜଧାନୀ ଦିଲ୍ଲୀରେ।…

ପ୍ରେମ ନଗରୀ ଆଗ୍ରାରେ ହିନ୍ଦୁ ରୀତିନୀତିରେ ବିବାହ କଲେ ଫ୍ରେଞ୍ଚ କପଲ

ଆଗ୍ରା,୨୬।୧୨: ପ୍ରେମର ସହର ଭାବେ ପରିଚିତ ଆଗ୍ରାରେ ହିନ୍ଦୁ ରୀତିନୀତି ଅନୁଯାୟୀ ପୁଣି ଥରେ ଏକ ବିଦେଶୀ ଦମ୍ପତି ବିବାହ କରିଛନ୍ତି। ଏହି ଦମ୍ପତିଙ୍କ ନାମ ହେଉଛି…

ହମାସ ସହିତ ଯୁଦ୍ଧ କରିବା ଇସ୍ରାଏଲକୁ ପଡିଲା ମହଙ୍ଗା: ଅର୍ଥବ୍ୟବସ୍ଥା ହ୍ରାସ, ପ୍ରଡକ୍ସନ ଠପ୍‌, ବେକାରୀ ବୃଦ୍ଧି

ଜେରୁଜେଲମ, ୨୬।୧୨: ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ହଲାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଏହି ତ୍ରୌମାସରେ ଇସ୍ରାଏଲର ଅର୍ଥନୀତି ଦୁଇ ପ୍ରତିଶତ ହ୍ରାସ ପାଇବ।…

୨୦୨୪ରେ ବୁଧ-ରାହୁଙ୍କ ମିଳନ ସୃଷ୍ଟି କରିବ ଏକ ବିନାଶକାରୀ ଯୋଗ, ଏହି ୩ ରାଶିର ବ୍ୟକ୍ତିଙ୍କୁ ରହିବାକୁ ପଡ଼ିବ ସାବଧାନ

ନୂଆ ବର୍ଷ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତିକୁ ଗଣନା ଆଧାରରେ ଅନେକ ପ୍ରକାରର ଭବିଷ୍ୟବାଣୀ କରାଯାଇଥାଏ। ୨୦୨୪ରେ…

ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପିଏମ୍‌ଏମ୍‌ଏଲ୍‌ ପାକିସ୍ତାନରେ ଲଢ଼ିବ ନିର୍ବାଚନ

ଇସ୍‌ଲାମାବାଦ୨୬ା୧୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନ ମର୍କାଜି ମୁସ୍‌ଲିମ୍‌ ଲିଗ୍‌ (ପିଏମ୍‌ଏମ୍‌ଏଲ୍‌)…

ନୂଆବର୍ଷ ସେଲିବ୍ରେଶନକୁ ନେଇ ବଢୁଛି ଭୟ

ନୂଆଦିଲ୍ଲୀ,୨୬।୧୨: ପ୍ରଥlମ ଖ୍ରୀଷ୍ଟମାସ ଏବଂ ବର୍ତ୍ତମାନ ନୂଆ ବର୍ଷ, ପର୍ବ ଋତୁ ଆରମ୍ଭ ହେବା ମାତ୍ରେ ଲୋକଙ୍କ ବାହାରକୁ ଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।…