ତାଇଓ୍ବାନ ବାୟୁସୀମାରେ ଚାଇନାର ଅନୁପ୍ରବେଶ

ତାଇପେଇ,୨୬।୧୦: ତାଇୱାନ-ଚାଇନା ମଧ୍ୟରେ ବିବାଦ ଥମୁନାହିଁ। ଗୁରବାର ସକାଳେ ଚାଇନାର ୧୫ଟି ବାୟୁସେନା ବିମାନ ତାଇୱାନର ବାୟୁସୀମାରେ ଅନୁପ୍ରବେଶ କରିଛି। ଏସମ୍ପର୍କରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା…

ରୋହିଙ୍ଗ୍ୟାଙ୍କ ଦ୍ୱାରା ହିନ୍ଦୁମାନଙ୍କର ନରସଂହାର ଏକ ଅନ୍ତର୍ଜାତୀୟ ଅପରାଧ: ଜାତିସଂଘ…

ନାପିଦ୍ୱ,୨୬।୧୦: ମ୍ୟାନମାରରେ ରୋହିଙ୍ଗ୍ୟା ଗୋଷ୍ଠୀ ଦ୍ୱାରା ୯୯ ହିନ୍ଦୁଙ୍କ ହତ୍ୟା ଅନ୍ତର୍ଜାତୀୟ ଅପରାଧ ବର୍ଗରେ ରହିପାରେ। ମିଳିତ ଜାତିସଂଘର ଜଣେ ଅଧିକାରୀ ସେଠାରେ ମାନବିକ ଅଧିକାରର ଗୁରୁତର…

ଜିଓ ଦେଶରେ ୧ ନମ୍ବର ନେଟ୍‌ୱର୍କ

ଭୁବନେଶ୍ୱର,୨୬।୧୦: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଭାରତର ୧ ନମ୍ବରର ନେଟ୍‌ଓ୍ବର୍କ ମାନ୍ୟତା ହାସଲ କରିଛି। ଏପରିକି ଓକ୍‌ଲା ପକ୍ଷରୁ ନିକଟରେ କରାଯାଇଥିବା…

ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ…

ମ୍ୟାନ୍‌ ଅଫ୍‌ ମିଶନ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ତଥା ୨୦୦୦ ବ୍ୟାଚ୍‌ ବରିଷ୍ଠ ଆଇଏଏସ୍‌ ଅଫିସର ଭି.କେ. ପାଣ୍ଡିଆନ ଅକ୍ଟୋବର ୨୩ ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି।…

ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରି ପ୍ରଭାବିତ ହେଉଛି ମାନସିକ ସ୍ବାସ୍ଥ୍ୟ

ଓ୍ବାଶିଂଟନ୍‌,୨୬ା୧୦: ମାର୍କ ଜୁକରବର୍ଗଙ୍କ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ କମ୍ପାନୀ ମେଟା ବିରୋଧରେ ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୦ ରାଜ୍ୟ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା…

ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର, ୨୬।୧୦ (ଅସମାପିକା ସାହୁ)ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍‌ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା।…

ବାକି ଟଙ୍କା ନ ଦେବାରୁ ମହିଳାଙ୍କୁ ବଳାତ୍କାର

ଗୋପ, ୨୬ା୧୦(ଭାରତୀ ଭୂଷଣ ଉପାଧ୍ୟାୟ)ବାକି ଟଙ୍କା ପରିଶୋଧ ନ କରିବାରୁ ଗୋପ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ବିବାହିତା ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଏ…

ବାଡ଼ିଙ୍ଗଲୁ ଗ୍ରାମରେ ବ୍ୟାପୁଛି ଚର୍ମ ରୋଗ

ତୁମୁଡିବନ୍ଧ,୨୬ା୧୦(ଦୀପକ କୁମାର ପରାସେଠ)ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତର ବାଡିଙ୍ଗଲୁ ଗ୍ରାମରେ କାଚୁ କୁଣ୍ଡିଆ ବ୍ୟାପିବାରେ ଲାଗିଛି। ଏଥିପାଇଁ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି ବୁଧିବାର ଉକ୍ତ…

ଭଗ୍ନ ଅବସ୍ଥାରେ ପରିବା ମାର୍କେଟ

ଛତ୍ରପୁର,୨୬ା୧୦(ଦିଲୀପ ସାମଲ)ଛତ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ବହୁ ପୁରାତନ ମାର୍କେଟଟି ଦୀର୍ଘଦିନ ଧରି ଭଗ୍ନ ଅବସ୍ଥାରେ ପଡିରହିଛି। ଫଳରେ ପରିବା ବ୍ୟବସାୟୀମାନେ ନାହିଁ ନ…