ଆଜିଠାରୁ ରଣଜୀ ଟ୍ରଫି, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନଜର, ଏକାସାଙ୍ଗରେ ହେବ ୧୯ ମ୍ୟାଚ

ନୂଆଦିଲ୍ଲୀ,୫।୧: ଦେଶର ବିଭିନ୍ନ ସ୍ଥାନରେ ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ନୂତନ ଖେଳାଳିମାନେ ଏହାର ପ୍ରଭାବ ପକାଇବାକୁ ଚେଷ୍ଟା କରିବାକୁ ଥିବା…

୨ଦିନିଆ ଭୁବନେଶ୍ୱର ଗସ୍ତରେ ପିଏନ୍‌ବିର ପରିଚାଳନା ନିର୍ଦ୍ଦେଶକ ଅତୁଲ

ଭୁବନେଶ୍ୱର,୪।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତୁଲ କୁମାର ଗୋଏଲ ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ…

ପୂର୍ବତନ ବିଧାୟକଙ୍କ ଘରୁ ମିଳିଲା ଅମାପ ସମ୍ପତ୍ତି, ବିଦେଶୀ ବନ୍ଧୁକ, ସୁନା ରଡ, ବିପୁଳ ପରିମାଣରେ ମଦ

ନୂଆଦିଲ୍ଲୀ,୫।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବେଆଇନ ଖଣି ସମ୍ପର୍କିତ ଅର୍ଥ ହେରଫେର ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ INLD ଇନୋଲ ବିଧାୟକ ଦିଲବାଗ…

ଶ୍ରୀଦୁର୍ଗାର ଲକି ଡ୍ର: ମିଭାନ ଜିତିଲେ ‘ହାର୍ଲେ ଡେଭିଡ୍‌ସନ’

ଭୁବନେଶ୍ୱର,୪।୧ (ଅଭୟ ଦାଶ): ଶ୍ରୀଦୁର୍ଗା ରିଟେଲ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ଆରପିଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ପାର୍ବଣ ‘ଲକି ଡ୍ର’ ମହୋତ୍ସବ ଗୁରୁବାର ଭୁବନେଶ୍ୱରର ଅଶୋକନଗରସ୍ଥିତ ଜନପଥ…

୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି

ନୂଆଦିଲ୍ଲୀ,୫।୧: କ୍ରମାଗତ ଭାବେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଓ କାରବାର ବୃଦ୍ଧି ପାଉଛି। ଏପରିକି ୟୁପିଆଇର ବ୍ୟବହାର ସବୁ ବର୍ଗଙ୍କ ଲାଗି ଏକ ମାଧ୍ୟମ…

ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଓ୍ବାଶିଂଟନ୍‌,୫।୧: ଆମେରିକାରେ ପୁଣି ଥରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। କାଲିଫର୍ନିଆର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି ଏବଂ ସେଠାରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ…

ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ରାୟଗଡା ବନ୍ଦ

ଟିକିରି,୫।୧( ପ୍ରଫୁଲ କୁମାର ବେହେରା): ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ଆଜି ୧୨ ଘଣ୍ଟିଆ ରାୟଗଡା ବନ୍ଦ ଡାକରା ଦିଆଯାଇଛି। ରାୟଗଡା ଜିଲା କାଶିପୁର ବ୍ଲକରେ ଆଜି ସକାଳୁ…

୩୮ ବର୍ଷରେ ଫିଟ୍‌ ଅଛନ୍ତି ଦୀପିକା: ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୮ରେ ଫିଲ୍ମ ‘ଓମ ଶାନ୍ତି ଓମ’ ସହିତ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା ପାଦୁକୋନ…

କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଛି। ଏହି ମ୍ୟାଚ କେପଟାଉନରେ ଖେଳାଯାଇଥିଲା। ବୋଲରଙ୍କ ସହ…

ସିସୋଡିଆଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୫।୧: ମନୀଷ ସିସୋଡିଆଙ୍କ ଜନ୍ମଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। କେଜ୍‌ରିୱାଲ ଲେଖିଛନ୍ତି, ଏହି ବନ୍ଧୁତା ବହୁତ ପୁରୁଣା। ଆମର…