ବାଘ ନଖ, ଦାନ୍ତ ସହ ବାଘ ତେଲ ଜବତ, ଜଣେ ଗିରଫ

ମାଲକାନଗିରି,୫ା୧ (ଦୁର୍ଯ୍ୟୋଧନ ପାତ୍ର): ବାଘ ନଖ, ବାଘ ଦାନ୍ତ ଓ ବାଘ ତେଲ ଚୋରାଚାଲାଣ ବେଳେ ମାଲକାନଗିରି ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶୁକ୍ରବାର…

ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ

ଗୋପାଳପୁର,୫ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଟାମଣା ଜଙ୍ଗଲରୁ ଗୋଳନ୍ଥରା ଥାନା ପୋଲିସ ବିପୁଳ ପରିମାଣର ଗୁଳି, ବାରୁଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ…

ଶୁଣାଣିବେଳେ ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ଦୁଇଟି ହ୍ବିସ୍କି ବୋତଲ ରଖିଲେ ବରିଷ୍ଠ ଓକିଲ, ଆଉ ତା’ ପରେ…

ଆଦିଲ୍ଲୀ,୫।୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ ଶୁଣାଣିରେ ଦେଇଥିବା ପ୍ରମୁଖ ରାୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଏହି ଟିପ୍ପଣୀ ସୋସିଆଲ ମିଡିଆରେ…

କରିନାଙ୍କ କନ୍ନଡ ଡେବ୍ୟୁ

ମୁମ୍ବାଇ: କେଜିଏଫ୍‌ ଚାପ୍ଟର-୨ ପରେ ଏବେ ୟଶ୍‌ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନୂଆବର୍ଷ ଆରମ୍ଭ ପୂର୍ବରୁ ୟଶ୍‌ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା…

ସରକାରୀ ଅର୍ଥରେ ଦଳୀୟ ପ୍ରଚାର: ଭାଜପା

କଟକ,୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ଜନସାଧାରଣଙ୍କ ଟିକସ ଅର୍ଥକୁ ଅପବ୍ୟବହାର କରି ଦଳୀୟ ଭିତ୍ତିରେ ଖର୍ଚ୍ଚ କରାଯାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ…

ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୫।୧:ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି…

ବର୍ଷକରେ ୨୫ଶହ କୋଟିର ଠକେଇ, ୬୧ ଗିରଫ

ଭୁବନେଶ୍ୱର,୫।୧ (ସୂର୍ଯ୍ୟକାନ୍ତ ବେହେରା) : ୨୦୨୩ରେ ରାଜ୍ୟରେ ବଡ଼ ବଡ଼ ଠକେଇ ହୋଇଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବହୁ ଘଟଣାର ପର୍ଦ୍ଦାଫାସ କରିବା ସହ…

ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ କଂଗ୍ରେସ ନେତା

ନୂଆଦିଲ୍ଲୀ,୫।୧: ରାମଲାଲାଙ୍କ ଉତ୍ସବରେ ଯୋଗଦେବେ କଂଗ୍ରେସ ନେତା। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ କଂଗ୍ରେସ ନେତାମାନେ ଯୋଗଦେବା ନେଇ ଅନୁମତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ। ଏକ…

ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା

ମୋଗାଦିସୁ,୫।୧: ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ହାଇଜ୍ୟାକକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି…

ଶିକ୍ଷାନୁଷ୍ଠାନ ବଦଳାଇପାରିବେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର: ଆବେଦନ ଆରମ୍ଭ

ଭୁବନେଶ୍ୱର, ୫।୧(ଅସମାପିକା ସାହୁ) - ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ର ଚାହିଁଲେ ନିଜ ଶିକ୍ଷାନୁଷ୍ଠାନ ବଦଳାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…