ଅପରାଧୀଙ୍କ ଚରିତ୍ରଗତ ପ୍ରମାଣପତ୍ରକୁ ବିନା ଶୁଣାଣିରେ ରଦ୍ଦ କରାଯାଇ ପାରିବ ନାହିଁ: ହାଇକୋର୍ଟ…

ପ୍ରୟାଗରାଜ,୬।୧ : ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଅପରାଧିକ ପୃଷ୍ଠଭୂମି ଯୋଗୁ ଚରିତ୍ରଗତ ପ୍ରମାଣପତ୍ର ରଦ୍ଦ କରିବା ଉଚିତ ନୁହେଁ। ଏଭଳି ବ୍ୟକ୍ତିଙ୍କୁ କାରଣ ଦର୍ଶାଇବାକୁ କିମ୍ବା…

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆସନ୍ତା ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି…

ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରୁ ବାହାର ହୋଇପାରେ ଭାରତ: କାର୍ଯ୍ୟସୂଚୀ ବଢ଼ାଇଲା ଚିନ୍ତା…

କୋଲକାତା,୬।୧ : ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ଜୁନ ୧ ରୁ ଆରମ୍ଭ ହେବ। ଏହାର କାର୍ଯ୍ୟସୂଚୀ ମଧ୍ୟ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ

ନୂଆଦିଲ୍ଲୀ ,୬।୧: ସଦ୍ୟ ପ୍ରକାଶିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଶନିବାର ସିଡ୍‌ନୀଠାରେ ପାକିସ୍ତାନ…

ଟି୨୦ ବିଶ୍ୱକପ୍‌ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…

ନୂଆଦିଲ୍ଲୀ,୬।୧: ଜୁନ୍‌ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ…

କରୋନା ସମୟରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏହି ଔଷଧ ଦାୟୀ

ପ୍ୟାରିସ୍‌,୬ା୧: କରୋନା ମହାମାରୀରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏକ ଔଷଧ ଦାୟୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫ୍ରାନ୍ସ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ…

ନିଲମ୍ବିତ କର୍ମଚାରୀ ନିର୍ବାହ ଭତ୍ତା ପାଇଁ ସବୁଦିନ ଅଫିସ ଆସିବା ଆବଶ୍ୟକ ନାହିଁ: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ମୁମ୍ବାଇ,୬।୧ : ବମ୍ବେ ହାଇକୋର୍ଟ କହିଛନ୍ତି ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୟମେଣ୍ଟ ଆକ୍ଟ, ୧୯୪୬ ଷ୍ଟାଣ୍ଡିଂ ଅର୍ଡର ଆକ୍ଟର ଧାରା ୧୦-ଏ ଅନୁଯାୟୀ ନିଲମ୍ବନ ସମୟରେ ଜଣେ କର୍ମଚାରୀ ନିର୍ବାହ…

IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ

ନୂଆଦିଲ୍ଲୀ,୬।୧: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର ୧୯ଜଣିଆ ଟିମ୍‌ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ…

ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା…

ବେଜିଂ,୬।୧ : ସାଟେଲାଇଟ ଚିତ୍ରରୁ ଜଣା ପଡିଛି ଚାଇନା ଉତ୍ତର-ପୂର୍ବ ଭୁଟାନରେ ଥିବା ଭୁଟାନ ରାଜ ପରିବାରର ଜମିକୁ ବେଆଇନ ଦଖଲ କରୁଛି। ଖେନାପାଜୋଙ୍ଗର ଏକ ନଦୀ…

ବିଦ୍ୟୁତ୍‌ଖୁଣ୍ଟକୁ ଧକ୍କାଦେଲା କାର୍‌, ଚାଳକ ମୃତ

ଘସିପୁରା,୬ା୧(ନିରଞ୍ଜନ ସାହୁ): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଭଗାନଇ ଛକ ନିକଟରେ ଶନିବାର ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଚାଳକ ଘସିପୁରା…