କବାଡିରୁ ବୋତଲ କିଣି ଶସ୍ତା ହ୍ବିସ୍କି ସହ ଚା’ ପାଣି ମିଶାଇ ଇମ୍ପୋଟେଡ କହି ବିକ୍ରି କରୁଥିଲେ ମଦ

ଗାନ୍ଧିନଗର,୧୪।୧: ଗୁଜୁରାଟ ସହରରେ ନକଲି ମଦ ବିକ୍ରୟ କରୁଥିବା ପୋଲିସ ଏକ ର୍ୟରକେଟକୁ ଠାବ କରିଛି। ସେମାନେ ମହଙ୍ଗା ଇମ୍ପେରଟେଡ ହୋଇଥିବା ବ୍ରାଣ୍ଡ ହ୍ବିସ୍କି ଭଳି ଶସ୍ତା…

ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଗଲା କ୍ୟାମେରା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଡାରିଲ ମିଚେଲ ଏମିତି ଛକା ମାରିଥିଲେ, ବଲ ସିଧା ଯାଇ କ୍ୟାମେରାକୁ ବାଜିଥିଲା। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ…

ରାଶିଫଳ: ସୋମବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ସମସ୍ୟାର ସମାଧାନ କରିବା ସକାଶେ ଚେଷ୍ଟା କରି ସଫଳତା ହାସଲ କରିପାରିବେ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ଏହା ସାଙ୍ଗକୁ ମନୋବଳ ମଧ୍ୟ ବଢିଯିବ।…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର ଆଜମ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମଙ୍କ ଉତ୍କୃଷ୍ଟ ଫର୍ମ ଟି-୨୦ କ୍ରିକେଟରେ ଜାରି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବାବର ଆଜମ କ୍ରମାଗତ ଦ୍ୱିତୀୟ ପଚାଶ ସ୍କୋର…

VIRAL VIDEO: ଆଖି ଆଗରେ ଯୁବତୀ ପାଲଟିଲେ ଯୁବକ, ସୁନ୍ଦରତା ଆଗରେ ହିରୋଇନ୍‌ ବି ପଡ଼ିବେ ଫିକା…

ସୋସିଆଲ ମିଡିଆରେ ରାତାରାତି ଖ୍ୟାତି ଅର୍ଜନ କରିବାକୁ ଲୋକେ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ କିଛି ମଜାଦାର ଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ…

ବିଏସ୍‌ପିରୁ ନିଲମ୍ବନ ପରେ ରାହୁଲଙ୍କୁ ଭେଟିଲେ ଦାନିଶ ଅଲି

ଇମ୍ଫାଲ,୧୪।୧: ଦଳ ବିରୋଧି ଅଭିଯୋଗରେ ବହୁଜନ ସମାଜ ପାର୍ଟି(ବିଏସପି)ରୁ ନିଲମ୍ବିତ ହୋଇଥିବା ଲୋକ ସଭା ଏମପି ଦାନିଶ ଅଲି ଏବେ କଂଗ୍ରେସର ନିକଟତର ହେଉଥିବା ଲକ୍ଷ୍ୟ କରାଯାଉଛି।…

ଶିବସେନାରେ ସାମିଲ ହେଲେ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପରେ ମିଲିନ୍ଦ ଦେଓରା ରବିବାର ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ମୁମ୍ବାଇ କଂଗ୍ରେସର…

‘ସିଦ୍ଦରମୈୟାଙ୍କ ନାଁରେ ଅଛି ରାମ, କିନ୍ତୁ କରନ୍ତି କାଳନେମି ଭଳି କାର୍ଯ୍ୟ’

ଅଯୋଧ୍ୟା,୧୪।୧: ଅଯୋଧ୍ୟାରେ ହନୁମାନଗଢୀ ମନ୍ଦିରର ପୁରୋହିତ ମହାନ ରାଜୁ ଦାସ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଟାର୍ଗେଟ କରିଥିଲେ। ସିଦ୍ଦରମୈୟାଙ୍କ ନାଁରେ ଅଛି ରାମ, କିନ୍ତୁ କାଳନେମି ଭଳି…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର,୧୪ା୧: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ…

ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ

ବ୍ରୁସ୍‌ଲେସ୍‌,୧୪।୧: ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ୟେଭସ୍‌ ଲେଟର୍‌ମି ଭାରତକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ କରିବା ପାଇଁ ଦାବି କରିଛନ୍ତି। ଭାରତକୁ…