ନିଜର ବେକାବୁ ବୟାନକୁ ନେଇ ପରିଚିତ ଥିଲେ ମୁନାଓ୍ବର ରାଣା, ଆଜି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୫।୧: ରବିବାର ବିଳମ୍ବିତ ରାତିରେ ହୃଦଘାତରେ ଜଣାଶୁଣା କବି ମୁନାୱର ରାଣାଙ୍କର ମୃତ୍ୟୁ ହୋଇଛି। ସେ ୭୧ବର୍ଷ ବୟସରେ ଲକ୍ଷ୍ନୌ ରପିଜିଆଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।…

ଲୁଟ୍‌ ହେଉଛି ଗଛ, ନଦୀପଠାରୁ ବାଲି, ମାଟି

ପଟ୍ଟାମୁଣ୍ଡାଇ,୧୫ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ସରକାରୀ ଜମି ହଡ଼ପ ହେଉଥିବା ବେଳେ ଗଛ, ନଦୀପଠାରୁ ବାଲି, ମାଟି ଲୁଟ୍‌ ହେଉଥିବା ଅଭିଯୋଗ ହେଉଛି।…

ଭାଜପା ଆଶାୟୀଙ୍କ ମଧ୍ୟରେ ଲଢ଼େଇ

ଯାଜପୁର/କାଏମା(ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି),୧୫ା୧ : ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। ଏବେ ବିଜେଡିରୁ ପ୍ରଣବ କୁମାର…

କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି।…

ଭାରତ ସହ ବିବାଦ ମଧ୍ୟରେ ମାଲଦ୍ୱୀପ ସହ ବନ୍ଧୁତା କରିବାକୁ ଚାହୁଁଛି ଚାଇନା, କେନ୍ଦ୍ରକୁ ସାବଧାନ କରାଇଲେ ଥରୁର

ନୂଆଦିଲ୍ଲୀ,୧୫।୧: ଚାଇନା ଏବେ ମାଲଦ୍ୱୀପର ନିକଟତର ହେବା ମଧ୍ୟରେ ଭାରତ ସହ ବିବାଦ ବଢିବାରେ ଲାଗିଛି। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ନିଜର ସୈନ୍ୟ ପ୍ରତ୍ୟାହାର…

ଆଜିଠୁ ବରଗଡ଼ରେ କଂସ ମହାରାଜଙ୍କ ରାଜୁତି

ବରଗଡ଼,୧୫।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି…

‘ନଳକୂପ ନ ହେଲେ ଭୋଟ ନାହିଁ’

ପାପଡ଼ାହାଣ୍ଡି,୧୫।୧(ସ୍ବପ୍ନଜିତ ପଟ୍ଟନାୟକ): ସାହିରେ ନାହିଁ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଭୋଗୁଛନ୍ତି ସମସ୍ୟା। ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନଧିଙ୍କୁ ଅବଗତ କଲେ ବି କିଛି…

୧୪୪ ଧାରା ସତ୍ତ୍ୱେ ସାମପୁରରେ ଚାଲିଛି ନିର୍ମାଣ

ଭୁବନେଶ୍ୱର, ୧୫।୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଥିବା ସରକାରୀ ଜମିକୁ ଜମି ମାଫିଆ କବ୍‌ଜା କରି ନେଉଛନ୍ତି। ନିଜର ମାଲିକାନା ସ୍ବତ୍ୱ ଦେଖାଇ…

ଧିମେଇଛି ପାଣିଟାଙ୍କି ନିର୍ମାଣ କାର୍ଯ୍ୟ

ରସୁଲପୁର,୧୫ା୧(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ୨୪ ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ ଚାଲିଛି। ନିର୍ମାଣ ଦାୟିତ୍ୱ ଠିକାସଂସ୍ଥା କେଇସି ଉପରେ ନ୍ୟସ୍ତ…

କାମରେ ଆସୁନି ଉଠାଜଳସେଚନ ପ୍ରକଳ୍ପ

କାଏମା,୧୫ା୧(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତରେ ୫ ବର୍ଷ ହେଲା ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କ୍ଷମ ହୋଇପାରୁନାହିଁ। ବିଦ୍ୟୁତ୍‌ ବିଭାଗ ସଂଯୋଗ…