ବସ୍‌-ପିକ୍‌ଅପ୍‌ ମୁହାଁମୁହିଁ: ୩ ମୃତ, ୪ ଆହତ

ଗଞ୍ଜାମ,୨୬ା୧: ଗଞ୍ଜାମ ଜିଲା ୫୯ନମ୍ବର ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ପିକ୍‌ଅପ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ…

ପୁଣି ଚର୍ଚ୍ଚାରେ ମୋଦିଙ୍କ ଲୁକ୍‌

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ତଥା ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି। ଦିଲ୍ଲୀର ଓ୍ବାର୍‌ ମେମୋରିଆଲରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି…

କାର୍‌-ସ୍କୁଟି ଧକ୍କା, ୨ ଜଣଙ୍କ ଜୀବନ ଗଲା

କାମାକ୍ଷାନଗର,୨୬ା୧(ଅମଜାଦ୍‌ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ଛକରେ ଶୁକ୍ରବାର ପୂର୍ବାହ୍ନରେ ସ୍କୁଟି ଏବଂ କାର ମଧ୍ୟରେ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।…

୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା,୨୬।୧:(ଆଷିଶ ରଞ୍ଜନ ପଣ୍ଡା): ରାୟଗଡାସ୍ଥିତ ଜିସିଡି ପଡିଆ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ…

ବିଲେଇ କୁକୁରଙ୍କ ନାଁରେ ବୃଦ୍ଧା ଜମା କରିଦେଲେ ୨୩ କୋଟି ଟଙ୍କା, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଅନେକ ଥର ଏମିତି ଘଟେ ଯେ, ଆମେ ଜୀବନରେ ଯାହା ଭାବୁଥାଉ ତାହା ହୁଏ ନାହିଁ। ଉଦାହରଣ ସ୍ବରୂପ ସମସ୍ତ ମାତାପିତା ଆଶା କରନ୍ତି ଯେ, ସେମାନଙ୍କର…

୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ୩୫ ଦଳ ପରେଡ଼ରେ ସାମିଲ

ଭଦ୍ରକ, ୨୬।୧(ସନାତନ ରାଉତ): ଭଦ୍ରକ କଲେଜ ପଡିଆରେ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି…

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ପରେଡ୍‌ର ଗ୍ରାଣ୍ଡ ଇଭେଣ୍ଟ ଆରମ୍ଭ ହୋଇଛି। ଏହାପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର…

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା-ରୁଷିଆ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୧: ଆମେରିକା ଏବଂ ରୁଷିଆ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଆମେରିକା ଭାରତକୁ ଏହାର ପ୍ରମୁଖ ରଣନୀତିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛି…

ଫୁଲବାଣୀରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଫୁଲବାଣୀ,୨୬ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ରିଜର୍ଭ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ…

ବୌଦ୍ଧରେ ସାଧାରଣତନ୍ତ୍ର ଦିବସ

ବୌଦ୍ଧ,୨୬ା୧(ଅଜିତ କୁମାର ବାରିକ): ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି…