ପ୍ରଥମ ଥର ପାଇଁ ୪ ଟ୍ରିଲିୟନ୍ ଡଲାର ଅତିକ୍ରମ କଲା ଭାରତୀୟ ଅର୍ଥନୀତି, ଖୁବଶୀଘ୍ର ଜାପାନ ଏବଂ ଜର୍ମାନୀକୁ ପକାଇବ ପଛରେ

ନୂଆଦିଲ୍ଲୀ,୧୯ା୧୧: ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏହା ସହ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି…

ସ୍ପେସ ୱାକ ସମୟରେ ହଜି ଥିବା ଟୁଲ ବ୍ୟାଗକୁ ଦୁଇ ସପ୍ତାହ ପରେ ପାଇଲେ ମହାକାଶଚାରୀ…

ଓ୍ବାଶିଂଟନ,୧୯।୧୧ : ଇଟାଲୀର ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟ ମହାକାଶରେ ହଜିଯାଇଥିବା ଜଣେ ମହାକାଶଚାରୀଙ୍କ ଟୁଲ କିଟ ପାଇଛି । ଟେଲିସ୍କୋପରେ ସ୍ପେସରେ ଭାସୁଥିବା ଏହି ଟୁଲ ବ୍ୟାଗର…

IND vs AUS Final: ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ,୧୯ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ପ୍ରଶଂସକ ସୁରକ୍ଷା କର୍ମୀଙ୍କୁ ଭେଦ କରି କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଛନ୍ତି।…

ଗୋଆ ମନ୍ତ୍ରୀ ନୀଲେଶ କବରାଲଙ୍କ ଇସ୍ତଫା…

ପଣଜୀ,୧୯।୧୧ : ଗୋଆ ସରକାରଙ୍କ ମନ୍ତ୍ରୀ ନୀଲେଶ କବରାଲ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଆଲେକ୍ସୋ ସେକିରାଙ୍କୁ ତାଙ୍କ ସ୍ଥାନରେ ମନ୍ତ୍ରୀ କରାଯିବ…

IND vs AUS Final: ୧୨ ଓଭରରେ ରୋହିତ, ଗିଲ ଏବଂ ଶ୍ରେୟସ ଫେରିଲେ ପ୍ୟାଭିଲିୟନ, ସଂକଟରେ ଭାରତ

ଅହମଦାବାଦ,୧୯ା୧୧: ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରୁଛି। ଆରମ୍ଭରୁ ଉଭୟ ଓପନିଂ ବ୍ୟାଟର ଭଲ ଖେଳୁଥିଲେ ମଧ୍ୟ ପ୍ରଥମେ ଶୁଭମନ…

ବିଦେଶରେ ଭାରତୀୟ ମସାଲା ଚା-ପରଟାର ସ୍ବାଦ: ଉଜବେକିସ୍ତାନରେ ଖୋଲିଲା ପ୍ରଥମ ରେଷ୍ଟୁରାଣ୍ଟ…

ନୂଆଦିଲ୍ଲୀ/ସମରକନ୍ଦ,୧୯।୧୧ : ବେଙ୍ଗାଲୋରର ମହମ୍ମଦ ନୌଶାଦ ଇସ୍ପାତ ଶିଳ୍ପରେ କାମ କରିବା ପରେ ଅବସର ନେଇଥିଲେ ଏବଂ ଅବସର ପରେ ତାଙ୍କର ଯୋଜନା ଥିଲା ବିଶ୍ୱ ଭ୍ରମଣ…

ରନ୍‌ ଆଉଟ୍‌, ହିଟ୍‌ ଓ୍ବିକେଟ୍‌,ମ୍ୟାଚ୍‌ ଫିକ୍ସିଂ କହିଲେ ମୋଦି

ଜୟପୁର,୧୯ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଚୁରୁ ଏବଂ ଝୁନ୍‌ଝୁନ୍‌ରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କିଛି ତେର୍ଚ୍ଛାବାଣ ମାରିଛନ୍ତି।…

ବିତିଲା ୧୭୦ ଘଣ୍ଟା, ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିବ ଆଉ ୪-୫ ଦିନ ଲାଗିବ”: ଅଧିକାରୀ

ନୂଆଦିଲ୍ଲୀ,୧୯।୧୧: ଉତ୍ତରପ୍ରଦେଶର ସିଲ୍କିରା ଟନେଲରେ ୪୧ ଜଣ ଶ୍ରମିକ ଫସି ରହିଥିବାରୁ ୧୭୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ବାହାରକୁ ଆଣିବାରେ ସଫଳତା…

ଭଉଣୀ ଭାଇଙ୍କ ମଧ୍ୟରେ ବିବାହ କରିବାକୁ ଚାହୁଁ ନାହାନ୍ତି ପାକିସ୍ତାନୀ ଯୁବବର୍ଗ…

ଇସଲାମାବାଦ/ଲଣ୍ଡନ,୧୯।୧୧ : ସମାନ ଗୋତ୍ର ଏବଂ ପରିବାର ମଧ୍ୟରେ ବିବାହ କରିବାର ପ୍ରଥା ହିନ୍ଦୁ ଧର୍ମରେ ପ୍ରଚଳିତ ନୁହେଁ, କିନ୍ତୁ ପଡୋଶୀ ଇସଲାମିକ ଦେଶ ପାକିସ୍ତାନରେ ସେପରି…

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌ ନୂଆଦିଲ୍ଲୀ,୧୯।୧୧: ଆରମ୍ଭ ହୋଇଯାଇଛି ଫାଇନାଲ ମହା ମୁକାବିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ…