‘ସବୁବେଳେ ଆଗରେ ଥାଏ ଧରିତ୍ରୀ’ – ଅନୁ ଚୌଧୁରୀ

'ଖବର କାଗଜ କଥା ମନକୁ ଆସିଲେ ସବୁବେଳେ ଆଗରେ ଥାଏ ଧରିତ୍ରୀ' ବୋଲି କହି ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଅଭିନେତ୍ରୀ ଅନୁ ଚୌଧୁରୀ https://youtu.be/_HbW4pOVapw

ଦାଉଦ କହିଥିଲେ ସେଥିପାଇଁ ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ ଦେଇଥିଲି: ସ୍ବୀକାର କଲେ ଅଭିଯୁକ୍ତ…

ମୁମ୍ବାଇ,୨୧।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ବିପଦ ଥିବା ଘଟଣାରେ ଏକ ବିପଜ୍ଜନକ ପର୍ଦ୍ଦାଫାଶ ହୋଇଛି।  ଧରାପଡିଥିବା କାମ୍ରାନ…

ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ମୁଖ୍ୟ କୋଚ୍‌ ଦୌଡ଼ରେ ଆଗରେ ଅଛନ୍ତି ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୨୧।୧୧: ଭାରତର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମୟରେ ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ନିକଟରେ ଶେଷ ହୋଇଥିବା…

ବଳାତ୍କାର କିଭଳି କରିବେ ଜଣେ ଲୋକ, ଆବଶ୍ୟକ ୨-୩ ଜଣ: କଂଗ୍ରେସ ନେତାଙ୍କ ବିବାଦୀୟ ଅଡିଓ ଭାଇରାଲ…

ବେଙ୍ଗାଲୁରୁ,୨୧।୧୧ : ଦକ୍ଷିଣ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ବିଷୟରେ ଅଭିନେତା ମନସୁର ଅଲି ଖାନଙ୍କ ବିବାଦୀୟ ବକ୍ତବ୍ୟ ପରେ କର୍ନାଟକର ଜଣେ କଂଗ୍ରେସ ନେତା ବିବାଦକୁ ଆସିଛନ୍ତି।…

ଭାରତକୁ ୩-୦ ଗୋଲରେ ପରାଜିତ କଲା କତାର…

ଭୁବନେଶ୍ୱର,୨୧।୧୧ : ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡରେ କତାରର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ସହିତ ଭାରତୀୟ ଫୁଟବଲ ଦଳ ପରାସ୍ତ ହୋଇଛି। ଓଡ଼ିଶାର…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୩ )

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଫିଫା ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଫିଫା ବିଶ୍ୱକପ କ୍ୱାଲିଫାୟର ଫୁଟବଲ…

ବିଶ୍ୱକପ ପରାଜୟ ଭୁଲିବା ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା କମ୍ପାନୀ

ଚଣ୍ଡିଗଡ,୨୧।୧୧:ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ରୋହିତ ବାହିନୀଙ୍କ ଏହି ପରାଜୟ ୧୪୦କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଗତ ଦୁଇଦିନ…

ନେହେରୁଙ୍କ ଆଦିବାସୀ ସ୍ତ୍ରୀ: ଜୀବନ ସାରା ନିଜ ଗାଁରେ କରିପାରି ନ ଥିଲେ ପ୍ରବେଶ…

ଧାନବାଦ,୨୧।୧୧ : ପୁଣିଥରେ ଝାଡଖଣ୍ଡ ରାଜ୍ୟର ବୁଦ୍ଧନି ମାଝିଂୟାଇନ ପୁଣିଥରେ ଏହି ଖବରରେ ଅଛନ୍ତି। ୧୯୫୯ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ସେ…

ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଭାରତ ଆସିବ ଆଫଗାନିସ୍ଥାନ

ନୂଆଦିଲ୍ଲୀ,୨୧।୧୧: ଜାନୁଆରୀ ୨୦୨୪ରେ ଭାରତ ଗସ୍ତରେ ଆସି ଆଫଗାନିସ୍ଥାନ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏନେଇ ଆଫଗାନିସ୍ଥାନ କ୍ରିକେଟ ବୋର୍ଡ ସୁନିଶ୍ଚିତ କରିଛି।…

ସୋନିଆ-ରାହୁଲଙ୍କୁ ଇଡିର ଝଟ୍‌କା: ୟଙ୍ଗ ଇଣ୍ଡିଆ-ଏଜେଏଲର ୭୫୧ କୋଟି ଟଙ୍କାର ସମ୍ପତ୍ତି ଜବତ…

ନୂଆଦିଲ୍ଲୀ,୨୧।୧୧ : ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଙ୍କଠାରୁ ଏକ ଝଟକା ପାଇଛନ୍ତି। ଅନୁସନ୍ଧାନକାରୀ ଏଜେନ୍ସି ଆସୋସିଏଟେଡ…