ବ୍ରିକ୍ସ ସଦସ୍ୟ ହେବା ପାଇଁ ଆବେଦନ କଲା ପାକିସ୍ତାନ, ଏହି ସଂଗଠନରେ ଆଉ ୬ ଦେଶ ବି ହେବେ ସାମିଲ

ଇସଲାମାବାଦ,୨୨ା୧୧: ବ୍ରିକ୍ସ ସଦସ୍ୟ ହେବା ପାଇଁ ପାକିସ୍ତାନ ଆବେଦନ କରିଛି। ଏହି ସଂଗଠନରେ ଆଉ ୬ଟି ଦେଶ ଯୋଗଦେବେ। ବ୍ରିକ୍ସ ୨୦୧୦ରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା…

ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଗଞ୍ଜାମ,୨୨ା୧୧(ବିଦ୍ୟାଧର ସାହୁ): ଚିଲିକାରେ ବ୍ୟାପକ ଭାବେ ବେଆଇନ ଚିଙ୍ଗୁଡ଼ି ଘେରି ରହିଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଛି। ଯାହାକୁନେଇ କେଉଁ ଆବାହନ କାଳରୁ ଚିଲିକାରେ ମାଛ ମାରି…

ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିବେନି ରୋହିତ ଶର୍ମା!

ନୂଆଦିଲ୍ଲୀ,୨୨।୧୧: ଭାରତର ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳି ନପାରନ୍ତି। ଏହା ସହିତ ସୀମିତ ଓଭରରେ ନିଜର ଭବିଷ୍ୟତକୁ…

ନାତିଙ୍କ ଫଟୋ ଶେୟାର କରି ଅନିଲ ଲେଖିଲେ ଏମିତି…

ମୁମ୍ବାଇ: ଅଭିନେତା ଅନିଲ କପୁର ନାତି ବାୟୁଙ୍କ ସହ ତାଙ୍କର ଦୁଇଟି ଫଟୋ ଶେୟାର କରିଛନ୍ତି। ସବୁଥର ପରି ଏଥର ମଧ୍ୟ ସେ ନିଜ ପ୍ରିୟ ନାତିଙ୍କ…

ଗୌତମ ସିଙ୍ଘାନିଆଙ୍କୁ ଛାଡ଼ପତ୍ର ନେଇ ଘୋଷଣା କରିବା ପଡ଼ିଲା ମହଙ୍ଗା, ୧୫୦୦ କୋଟି କ୍ଷତି ସହିଲା ରେମଣ୍ଡ କମ୍ପାନୀ

ନୂଆଦିଲ୍ଲୀ,୨୨।୧୧: ରେମଣ୍ଡ କମ୍ପାନୀ ଚେୟାରମ୍ୟାନ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଛାଡ଼ପତ୍ର ଖବର ଏବେ କମ୍ପାନୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।…

ଆଦିବାସୀ ଜମି ଅନ୍ୟତ୍ର ବିକ୍ରି ପ୍ରତ୍ୟାହାର ପାଇଁ ତହସିଲଦାରଙ୍କୁ ଦାବିପତ୍ର

କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ୧୪ା୧୧ା୨୩ କ୍ୟାବିନେଟ୍‌ ରେଜୁଲେଶନ ୨ରେ ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରିବା ପ୍ରସଙ୍ଗରେ ନିଆ ଯାଇଥିବା…

ପାକିସ୍ତାନ ଖେଳାଳିଙ୍କୁ ଶାମି କହିଲେ- ସୁଧୁରି ଯାଅ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୨୨।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ଟିମ୍‌ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହେଲେ ଟୁର୍ନାମେଣ୍ଟରେ ଦଳର କିଛି ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରି ଏକାଧିକ…

ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଅଟୋଚାଳକ, ଆଜି ବୁଜିଲେ ଆଖି

ଭୁବନେଶ୍ୱର,୨୨ା୧୧: ପାରିବାରିକ କଳହ ଯୋଗୁ ରାଜଧାନୀର ବଡ଼ଗଡ଼ ଥାନା କେସୁରା ଗାଁର ଲକ୍ଷ୍ମଣ ପ୍ରଧାନଙ୍କ ବୁଧବାର ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଲକ୍ଷ୍ମଣ ନିଜ ଦେହରେ…

ଫିଲ୍ମ ‘ଡଙ୍କି’ ପାଇଁ ମିଳିବନି ଟିକେଟ୍‌, ଘରୁ ନେବାକୁ ପଡ଼ିବ ସୋଫା

ବଲିଉଡର କିଙ୍ଗ ଶାହାରୁଖ ଖାନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶାହାରୁଖ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇ ଏକ୍ସରେ ଆସ୍କ ଏସଆରକେ ସେଶନ୍‌…

ଅଲଗା ହେବେ କି ଅଭିଷେକ-ଐଶ୍ୱର୍ଯ୍ୟା

ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ରହିଥିବାର ଖବର ଆସିଛି। ଯଦିଓ ଦୁହେଁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି,…