ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ

ନୂଆଦିଲ୍ଲୀ,୧।୨: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା…

ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୧ା୨: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ୧୫ ବର୍ଷର ନାବାଳିକାକୁ ସୋମବାର ରାତିରେ ତିନିଜଣ ବ୍ୟକ୍ତି ବାପା…

୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା

ପ୍ରୟାଗରାଜ,୧।୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଅଦାଲତଙ୍କ ଆଦେଶ ପରେ ୩୧ ବର୍ଷ ପରେ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଥିବା ‘ବ୍ୟାସ୍‌ କା ତେଖାନା’ରେ ଗୁରୁବାର ପୂଜାପାଠ କରାଯାଇଛି।…

Budget 2024: କ’ଣ ଏହି କାମଚଳା ବଜେଟ୍‌, ପୂର୍ଣ୍ଣକାଳୀନ ବଜେଟ ଠାରୁ କିପରି ଅଲଗା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍‌ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ…

ନିର୍ବାଚନ ପୂର୍ବରୁ ପାକିସ୍ତାନୀ ଜନତାଙ୍କ ଉପରେ ପେଟ୍ରୋଲ ବୋମା ମାଡ଼ କଲେ ସରକାର, ମହଙ୍ଗା ହେଲା ଇନ୍ଧନ…

ଇସଲାମାବାଦ,୧।୨ : ପାକିସ୍ତାନରେ ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସରକାର ଜନସାଧାରଣଙ୍କ ଉପରେ ପେଟ୍ରୋଲ ବୋମା ମାଡ କରିଛନ୍ତି। ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୩.୫୫ ଟଙ୍କା…

ବଜେଟ ପୂର୍ବରୁ ଝଟକା: ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ,୧।୨ : ମଧ୍ୟବର୍ତ୍ତୀ ବଜେଟ ୨୦୨୪ ଗୁରୁବାର ଉପସ୍ଥାପିତ ହେବ। କିନ୍ତୁ ଏହାପୂର୍ବରୁ ଦେଶବାସୀ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ୧ ଫେବୃଆରୀ ୨୦୨୪ରୁ ବ୍ୟବସାୟିକ ଏଲପିଜି ଗ୍ୟାସ…

ସ୍ଥାୟୀ ମଣ୍ଡି ନାହିଁ, ଆର୍‌ଏମ୍‌ସି ପାଇଁ ମିଲର ଭରସା

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ୪୬ ବର୍ଷ ହେଲା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ରହିଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ମଣ୍ଡି ପାଇଁ କୌଣସି…

ପ୍ୟାରିସ୍‌ ଉଦ୍‌ଘାଟନୀ ସମାରୋହରେ ୩ ଲକ୍ଷ ଦର୍ଶକ

ନୂଆଦିଲ୍ଲୀ,୧ା୨(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଉଦ୍‌ଘାଟନୀ ସମାରୋହ ପାଇଁ ଦର୍ଶକ ସଂଖ୍ୟା ହ୍ରାସ କରିଛି ଫ୍ରାନ୍ସ। ପୂର୍ବରୁ ୬ ଲକ୍ଷ ଦର୍ଶକ ଏଥିରେ ଯୋଗ ଦେବା ନେଇ…

ସେଲିଂରେ ବିଷ୍ଣୁଙ୍କୁ ଅଲିମ୍ପିକ ଯୋଗ୍ୟତା

ଆଡିଲେଡ୍‌, ୧ା୨(ପି.ଟି.): ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ବିଷ୍ଣୁ ସର୍ବାନନ ଏଠାରେ ଚାଲିଥିବା ବିଶ୍ୱ ସେଲିଂ ଚାମ୍ପିୟନଶିପ୍‌ରେ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ…

ଓଏଫ୍‌ସିରେ ଯୋଗଦେଲେ ହିତେଶ

ଭୁବନେଶ୍ୱର,୧ା୨(ସରୋଜ ଜେନା): ଓଡିଶା ଫୁଟବଲ କ୍ଲବ(ଓଏଫ୍‌ସି) ସହ ଯୋଗ ଦେଇଛନ୍ତି ପ୍ରତିଭାବାନ ମିଡ ଫିଲ୍ଡର ହିତେଶ ଶର୍ମା। ପୂର୍ବରୁ ଏଟିକେ ଓ ହାଇଦ୍ରାବାଦ ଏଫ୍‌ସି ପକ୍ଷରୁ ଖେଳି…