ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ନୂଆଦିଲ୍ଲୀ,୨।୧୨: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ…

ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍‌-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ

ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ ବଜାରରେ।…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ରାୟପୁର,୨।୧୨: ଅନଲାଇନ ବେଟିଂର ବେଆଇନ ବ୍ୟବସାୟ ସହ ଜଡିତ ପ୍ଲାଟଫର୍ମ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏକ ନମ୍ବର, ପାକିସ୍ତାନକୁ ପକାଇଲା ପଛରେ

ନୂଆଦିଲ୍ଲୀ,୨।୧୨: ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ଟି -୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ସିରିଜ ଜିତିଛି ଏବଂ ଟି -୨୦ ଇଣ୍ଟରନ୍ୟାଶନାଲରେ…

ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଆକର୍ଷଣ ଘୋଡ଼ାଦୌଡ଼

ଚିତ୍ରକୋଣ୍ଡା,୨।୧୨(କ୍ଷୀରୋଦ କୁମାର ବେହେରା): ମାଲ୍ୟବନ୍ତ ମହୋତ୍ସବ ଅବସରରେ ମାଲକାନଗିରି ଜିଲା ପ୍ରଶାସନ ତଥା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଟ୍ରକରେ ନିଜ ଜିନିଷ ନିଜେ ଲୋଡ କଲେ ପାକିସ୍ତାନ ଖେଳାଳି

କାନବେରା,୨।୧୨: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ କ୍ରିକେଟ ଦଳକୁ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ପ୍ରଥମ ଟେଷ୍ଟ ୧୪ଡିସେମ୍ବରରୁ ଖେଳାଯିବ। ଏହାପୂର୍ବରୁ ୬ଡିସେମ୍ବରରେ ଚାରି…

ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ

ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି ନୁହନ୍ତି…

ଗାଜାରେ ଆକ୍ରମଣ ପାଇଁ ଏଆଇର କରାଯାଉଛି ବ୍ୟବହାର

ଜେରୁଜେଲମ,୨।୧୨: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ୬ଦିନିଆ ଅସ୍ତ୍ରବିରତି ସମାପ୍ତ ହେବା ପରେ ଗାଜା ଅଞ୍ଚଳରେ ପୁଣି ଆକ୍ରମଣ ଆରମ୍ଭ ହୋଇଛି।…

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ, ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ,୨।୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସରକାର ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ…

ଭିଆର୍‌ପି ପରୀକ୍ଷା ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରସୁଲପୁର,୨ା୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୧୮ ପଞ୍ଚାୟତରେ ନାହାନ୍ତି ଭିଆର୍‌ପି(ଭିଲେଜ ରିସୋର୍ସ ପର୍ସନ ଅର୍ଥାତ ଗ୍ରାମ ସମ୍ବଳ ବ୍ୟକ୍ତି)। ତେଣୁ ଏହି ପଦବୀ ପୂରଣ ପାଇଁ…