ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ତେଲକୋଇ,୯/୨: ବିଜେଡି ଛାଡିଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି।…

ଭାଜପା ଟିକେଟ୍‌ରେ ଏହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି କଙ୍ଗନା

ନୂଆଦିଲ୍ଲୀ,୯ା୨: ଭାରତୀୟ ଜନତା ପାର୍ଟି ଖୁବ୍‌ଶୀଘ୍ର ଲୋକ ସଭା ନିର୍ବାଚନ-୨୦୨୪ ପାଇଁ ପ୍ରାୟ ୧୫୦ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ଯେଉଁ ଆସନରୁ ଭାଜପା…

ରୋନାଲଡୋଙ୍କ ଗୋଟିଏ ଘଣ୍ଟା ମୂଲ୍ୟରେ କିଣିହେବ ଫ୍ଲାଟ୍‌, କାର୍‌

ଦୁନିଆର ଶ୍ରେଷ୍ଠ ଫୁଟବଲର୍‌ ତାଲିକାରେ ସାମିଲ ଥିବା କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ପ୍ରଦର୍ଶନ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାରେ ଏହି…

ୟୁପିଆଇ ପରେ କ୍ରେଡିଟ୍‌ ସ୍କୋର ଲଞ୍ଚ କରିବ ଏନ୍‌ପିସିଆଇ, ସାଧାରଣ ଲୋକଙ୍କୁ ଏମିତି ମିଳିବ ସାହାଯ୍ୟ

ନୂଆଦିଲ୍ଲୀ,୯।୨: ୟୁପିଆଇ ପରେ ଏନ୍‌ପିସିଆଇ ଅର୍ଥାତ୍‌ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛି ।…

ଚାକିରି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୨: ଚାକିରି ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦିଲ୍ଲୀ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତାଙ୍କୁ ଜାମିନ…

କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ

ନୂଆଦିଲ୍ଲୀ,୯।୨: ମତ୍ସ୍ୟ କ୍ଷେତ୍ର ପାଇଁ ନୂତନ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର (ସିସିଇଏ) ଅନୁମୋଦନ କରିଛି। ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି…

ବିପୁଳ ବ୍ୟବଧାନରେ ଜିତିଲେ ଭାଇ-ଝିଅ: ହାରିଗଲେ ନୱାଜ ଶରିଫ

ଇସଲାମାବାଦ୍‌,୯।୨: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ନୱାଜ ଶରିଫଙ୍କ ନେତୃତ୍ୱରେ PML-N ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱରେ…

ସଚିନଙ୍କ ସ୍ବପ୍ନକୁ ଭାଙ୍ଗିଦେଇଥିଲେ ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର

ସିଡ଼ନୀ,୯।୨: ମହାନ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକଗ୍ରାଥ ତାଙ୍କ କ୍ୟାରିୟର ସମୟରେ ଅନେକ ଥର ମ୍ୟାଚ ଓ୍ବିନିଙ୍ଗ୍‌ ପ୍ରଦର୍ଶନ ଦେଇଛନ୍ତି। ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ…

ରାଜ୍ୟରେ ଚାଲିଛି ଖରା-ଛାଇର ଖେଳ, ୧୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୯ା୨: ରାଜ୍ୟର ପାଣିପାଗ ପୁଣି ପରିବର୍ତ୍ତନ ହୋଇଛି। ଦୁଇଦିନର ପ୍ରବଳ ତାତି ପରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ କିଛିକିଛି ସ୍ଥାନରେ…

‘ଭୟଙ୍କର ଭୁଲ୍ କରିଦେଲି’, ବିରାଟ ଦ୍ୱିତୀୟ ଥର ବାପା ହେବେ କହି କ୍ଷମା ମାଗିଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୯ା୨: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ ଶୁକ୍ରବାର ଦିନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ସହ ଜଡିତ "ମିଥ୍ୟା ସୂଚନା" ଦେଇଥିବାରୁ…