ପୁଟିନଙ୍କ ଆଉ ଏକ ବିରୋଧୀ ନେତା ଆଲେକ୍ସି ନଭଲନିଙ୍କର ଜେଲରେ ମୃତ୍ୟୁ

ମସ୍କୋ,୧୬।୨: ଜେଲରେ ଥିବା ରୁଷିଆର ବିରୋଧୀଦଳର ନେତା ଆଲେକ୍ସି ନଭଲନିଙ୍କ ଦେହାନ୍ତ ହୋଇଛି। ୟାମାଲୋ-ନେନେଟସ ଅଞ୍ଚଳର କାରାଗାର ସେବା ଶୁକ୍ରବାର ଏହି ସୂଚନା ଦେଇଛି। ଏହି ଜେଲରେ…

‘ପ୍ରଧାନମନ୍ତ୍ରୀ ହେବାକୁ ରାହୁଲଙ୍କ ପାଖରେ ସମସ୍ତ ଯୋଗ୍ୟତା ରହିଛି’

ପାଟନା,୧୬।୨: ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ।…

ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଛତ୍ରପୁର,୧୬।୨(ଦିଲ୍ଲୀପ ସାମଲ) ୧୬।୨: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ…

ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ…

ମାଦ୍ରିଦ,୧୬।୨: ବିବାହ ପାଇଁ ଜଣେ ପୁରୁଷ ଓ ଜଣେ ମହିଳା ଲୋଡା ପଡିଥାଏ। ହେଲେ କେବେ ଏଆଇକୁ ବିବାହ କରିବା ଶୁଣିଛନ୍ତି କି? ସେ ବି ଏକ…

ପରଲୋକରେ ‘ଉଡାନ’ ଫେମ୍‌ ଅଭିନେତ୍ରୀ

ବମ୍ବେ:  ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍‌ ଅଭିନେତ୍ରୀ କବିତା ଚୌଧୁରୀ। ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭…

ରାଶିଫଳ: ଶନିବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ  ଆଜି ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରେ ମିଠା କଥାରେ ଅନ୍ୟକୁ ଆପଣେଇନେବାରେ ସମର୍ଥ ହେବେ। କୃତ୍ତିକା ନକ୍ଷତ୍ରର ପାରିବାରିକ କାରଣରୁ କଳହଜନିତ ମାନସିକ ଅସ୍ଥିରତା ଲାଗି ରହିବ।…

ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଚୋରି

ବଲାଙ୍ଗୀର,୧୬।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପ୍ରସୂତି ଏବଂ ଶିଶୁ ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କଣ୍ଟାମାଳ…

ଦାବି ନେଇ ଧାରଣାରେ ଅଙ୍ଗନୱାଡି କର୍ମୀ, ମା’ କୋଳରେ ଶିଝିଲା ନିଷ୍ପାପ ଶିଶୁ

ପୁରୁଷୋତ୍ତମପୁର,୧୬।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଶୁକ୍ରବାର ଆନ୍ଦୋଳନ କରାଯଇଛି। କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ମହିଳା…

କାର୍‌ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା

କାର୍‌, ବାଇକ୍‌ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍‌ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ…

ରାଜକୋଟ ଟେଷ୍ଟରେ ଇତିହାସ ରଚିଦେଲେ ଅଶ୍ୱିନ

ରାଜକୋଟ,୧୬।୨: ଇତିହାସ ରଚିଛନ୍ତି ଭାରତର ଭେଟେରାନ୍‌ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ। ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସେ ୫୦୦ ଉଇକେଟ ପୂରଣ କରିଛନ୍ତି। ଇଂଲଣ୍ଡ…