ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରୂପାରନ୍ତରୀକରଣ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୧୭ା୨(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋ’ ହସ୍ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲାରେ ୭୩ଟି ‘ଆମ ହସ୍ପିଟାଲ’…

ଧୂଆଁଧାର ଶତକ କରି କାହିଁକି ହଠାତ ପଡ଼ିଆରୁ ପାଭିଲିୟନ ଫେରିଲେ ଜୟସ୍ବାଲ…

ରାଜକୋଟ,୧୭।୨ : ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ତଥା ଓପନର୍‌ ବ୍ୟାଟ୍ସମ୍ୟାନ ଯଶାସୀ ଜୟସ୍ବାଲ ଏକ ଧୂଆଁଧାର…

ସାଉଣ୍ଡ୍‌ ସିଷ୍ଟମ ଜାଳିଦେଲେ ଦୁର୍ବୃତ୍ତ: ୫ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ବଡ଼ବିଲ,୧୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ଟଣ୍ଟୋ ଗ୍ରାମରେ ମାଗେ ପର୍ବ ପାଳନ ପାଇଁ ହୋଇଥିବା ମଞ୍ଚ ନିକଟରେ ଲାଗିଥିବା ସାଉଣ୍ଡ ସିଷ୍ଟମକୁ…

ରାଜ୍ୟ ସଭା ଯିବା ଆଶା ଅସନ୍ତୋଷର ମୁଖ୍ୟ କାରଣ, କଂଗ୍ରେସ କମଲନାଥଙ୍କୁ ରୋକିବାର ପ୍ରୟାସ ମଧ୍ୟ କରିବନି!…

ନୂଆଦିଲ୍ଲୀ,୧୭।୨ : ଗୋଟିଏ ପରେ ଗୋଟିଏ କଂଗ୍ରେସ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ଗତ କିଛି ମାସ ମଧ୍ୟରେ ଅନେକ ନେତା ଦଳ ଛାଡି ଭାଜପାରେ ଯୋଗ…

ପାଚିକା-ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକାଳ ମଧ୍ୟରେ ଦେହାନ୍ତ ହେଲେ ମିଳିବ ୧ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୭ା୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି…

କୃଷକସାଥୀଙ୍କ ଆବଶ୍ୟକୀୟ ଖର୍ଚ୍ଚ ୧୨ ହଜାରୁ ୧୮ ହଜାରକୁ ବଢାଇଲେ ସରକାର

ଭୁବନେଶ୍ବର,୧୭।୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟର କୃଷକସାଥୀ ମାନଙ୍କ ଆବଶ୍ୟକ ଖର୍ଚ୍ଚ (Contigent Exptenditure) ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି…

କଂଗ୍ରେସକୁ ବଡ଼ ଝଟକା: କମଲନାଥ ଇସ୍ତଫା ଦେଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ! …

ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସରୁ ଇସ୍ତଫା ଦେଇ ଥିବା କୁହାଯାଉଛି।…

ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ,୧୭ା୨: ପ୍ରସିଦ୍ଧ ଊର୍ଦ୍ଦୁ ଗୀତିକାର ତଥା କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟ ବ୍ୟକ୍ତିତ୍ୱ ନିଜ…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ହରିଚନ୍ଦନପୁର ଥାନା…

ଅବାଧ ଓ ମୁକ୍ତ ନିର୍ବାଚନ ଲାଗି କଳାଟଙ୍କା-ମଦ ବ୍ୟବହାର ରୋକିବାକୁ ନିର୍ବାଚନ କମିଶନର ଗୁରୁତ୍ୱ

ଭୁବନେଶ୍ୱର,୧୭।୨: ସାଧାରଣ ନିର୍ବାଚନ-୨୦୨୪ ତାରିଖ ଘୋଷଣା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିବାକୁ କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ ଓଡ଼ିଶା ଆସିଛନ୍ତି। ଗସ୍ତର ତୃତୀୟ ଦିନରେ ଭାରତର ମୁଖ୍ୟ ନିର୍ବାଚନ…