ଆକ୍ସନ ମୁଡ୍‌ରେ ନୂଆ ମୁଖ୍ୟମନ୍ତ୍ରୀ: ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଆରମ୍ଭରୁ ଆକ୍ସନ ମୁଡ୍‌ରେ ଅଛନ୍ତି। କ୍ଷମତାକୁ ଆସିବାର ଗୋଟିଏ ଦିନ ମଧ୍ୟରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ଭାଇରାଲ ହେଲା ମହିଳା ବିଚାରପତିଙ୍କ ଯୌନ ଉତ୍ପୀଡ଼ନ ଚିଠି, ଅଲ୍ଲାବାଦ ହାଇକୋର୍ଟଙ୍କ ମାଗିଲେ ରିପୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୧୫।୧୨: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ସମ୍ପର୍କରେ ଭାଇରାଲ ଚିଠି ଉପରେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଆହ୍ଲାବାଦ ହାଇକୋର୍ଟକୁ ରିପୋର୍ଟ…

ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ…

ଆତ୍ମସମର୍ପଣ କଲେ ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌ ଲଲିତ ମୋହନ ଝା ଗୁରୁବାର ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ପୋଲିସ…

ଇସ୍ରାଏଲ୍‌କୁ ଗାଳି ଦେଉଥିଲେ ତୁର୍କୀ ସାଂସଦ, ହଠାତ୍‌ ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ

ଆଙ୍କରା,୧୫।୧୨: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ କିଛି ମାସ ଧରି ଚାଲିଥିବା ଏହି ଯୁଦ୍ଧ ଏବେ ବିପଜ୍ଜନକ ମୋଡ଼ ନେଇଛି। ଉଭୟ…

ଆନୁଷ୍ଠାନିକ ଭାବେ ଏମଏସ ଧୋନୀଙ୍କ ୭ ଜର୍ସିକୁ ଅବସର ଦେଲା ବିସିସିଆଇ

ମୁମ୍ବାଇ, ୧୫।୧୨:ଏମଏସ ଧୋନୀଙ୍କ ଆଇକନିକ୍ ନମ୍ବର ୭ ଜର୍ସି ଅନ୍ୟ ଭାରତୀୟ କ୍ରିକେଟରରେ ପିନ୍ଧିଥିବାର ଦେଖାଯିବ ନାହିଁ। ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ତିନି ବର୍ଷ ପରେ…

ଜନ୍ମଦିନରେ ବଡ଼ ରେକର୍ଡ ହାସଲ କଲେ କୁଲଦୀପ

ନୂଆଦିଲ୍ଲୀ,୧୫।୧୨:ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ଶେଷ ଟି-୨୦ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରି ସିରିଜକୁ ୧-୧ରେ ଡ୍ର କରିଥିଲା। ଏହି ମ୍ୟାଚ୍‌ର…

୨୦୧୪ ପରଠାରୁ ୧୪ ଟି ଦେଶର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୧୫।୧୨: ବିଶ୍ୱ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସର୍ବାଧିକ। ନିକଟରେ ହୋଇଥିବା ଏକ ସର୍ଭେରେ ତାଙ୍କୁ ସବୁଠାରୁ ଲୋକପ୍ରିୟ ନେତା ଭାବେ ଘୋଷଣା କରାଯାଇଥିଲା। କେବଳ…

ପିଆଜ ଉତ୍ପାଦନ ବଢୁଛି, ଘାଣ୍ଟି ହେଉଛନ୍ତି ଖାଉଟି

ଭୁବନେଶ୍ୱର,୧୫।୧୨(ଅନିଲ ଦାସ)- ରାଜ୍ୟରେ ପିଆଜ ଉତ୍ପାଦନ ବଢୁଛି। ହେଲେ ପ୍ରତ୍ୟେକ ବର୍ଷ ଦର ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଖାଉଟି। ଅନ୍ୟ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ…