ଅଯୋଗ୍ୟ ହାତେଇଛନ୍ତି, ଯୋଗ୍ୟ ବାଦ୍‌

ବାସୁଦେବପୁର, ୧୩।୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡରେ ଅଯୋଗ୍ୟମାନେ ଚଞ୍ଚକତା କରି ରାଶନ କାର୍ଡ ହାତେଇଥିବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ୍‌ ପଡ଼ିଛନ୍ତି।…

ଆନ୍ଦୋଳନ ପ୍ରତ୍ୟାହାର କଲେ ସଫେଇ କର୍ମଚାରୀ, ୨ ଦିନ ଭିତରେ ଦାବି ପୂରଣ ନ ହେଲେ…

ଭୁବନେଶ୍ୱର,୧୩।୩: ଦୁଇ ଦିନ ଧରି ରାଜଧାନୀରେ ଆନ୍ଦୋଳନ କରି ଆସୁଥିବା ସଫେଇ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ବୁଧବାର ମେୟର ସୁଲୋଚନା ଦାସଙ୍କ ସହ ସଂଘ ଆଲୋଚନା…

ନବୀନଙ୍କ ବଡ଼ ଘୋଷଣା: ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି

ଭୁବନେଶ୍ୱର,୧୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବାକୁ…

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡିଲେ ବଡ଼ ନେତା

ଲକ୍ଷ୍ନୌ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁସାରେ, ୟୁପିରେ କାନପୁରର ବିଧାୟକ ଅଜୟ କପୁର ଭାରତୀୟ ଜନତା…

ହରିୟାଣା ଭାଜପା କ୍ୟାବିନେଟରୁ ବାଦ୍‌ ପଡିଲେ ଏହି ବରିଷ୍ଠ ନେତା

ଚଣ୍ଡିଗଡ,୧୩।୩: ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଶପଥ ଗ୍ରହଣ କରିଛନ୍ତି। ତେବେ ଭାଜପା ନୂଆ କ୍ୟାବିନେଟରୁ ଆଉ ଏକ ବ ନାଁକୁ ବାଦ ଦେଇଛି।…

ବଦଳିବ ପାଗ: ୧୪ରୁ ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୩।୩: ରାଜ୍ୟରେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର…

ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ

ନୀଳଗିରି,୧୩।୩(ପ୍ରଶାନ୍ତ ବିଶ୍ୱଳ): ଦ୍ରୁତଗତିରେ ଗାଡ଼ି ଚଳାଇବା କାଳ ହୋଇଛି। ଶେରଗଡ଼ ନୀଳଗିରି ଝରଣଘାଟି ୧୯ନମ୍ବର ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତା କାମ ଚାଲିଥିବା ବେଳେ ନିର୍ମାଣାଧୀନ…

ହରିୟାଣାରେ ନୂଆ ସରକାରଙ୍କ ଆଜି ଅଗ୍ନି ପରୀକ୍ଷା, ପ୍ରମାଣ କରିବାକୁ ହେବ ବହୁମତ

ଚଣ୍ଡିଗଡ,୧୩।୩: ହରିୟାଣାରେ ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀ ଦଳ ୟଜେଜେପି ସହିତ ମେଣ୍ଟ ଭାଙ୍ଗି ନାୟବ ସିଂ ସଇନିଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରିଛି। ମଙ୍ଗଳବାର…

ବିବାହ ଉତ୍ସବରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା: ଅଭିଯୁକ୍ତଙ୍କ ଘର ଜାଳିଦେଲେ ଲୋକେ

ପାରଳାଖେମୁଣ୍ଡି,୧୩।୩ (ଗିରିଧାରୀ ପରିଛା): ଗଜପତି ଜିଲା ଚନ୍ଦ୍ରଗିରି ଗାଁରେ ମଙ୍ଗଳବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀ ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଛୁରୀ ଭୁଷି ଅତି…

ନିଜ ଜମି ଦାନ କରିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହାକୁ ଦେଲେ

ନୂଆଦିଲ୍ଲୀ,୧୧୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ରାଜଧାନୀ ଗାନ୍ଧୀନଗରସ୍ଥିତ ତାଙ୍କ ପ୍ଲଟକୁ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟ ପ୍ରତି…