ବୋର୍ଡ ପରୀକ୍ଷାରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ: ପରୀକ୍ଷା ନିୟନ୍ତ୍ରକଙ୍କୁ ପଡ଼ିଲା ମହଙ୍ଗା

ଭରୁଚ୍‌,୧୪।୩: ଗୁଜରାଟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ହିଜାବକୁ ନେଇ ବିବାଦ ଦେଖାଦେଇଛି। ଭରୁଚ୍‌ ଜିଲା ଏକ ବେସରକାରୀ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ…

ଧୋନି ସବୁଠାରୁ ସଫଳ ଅଧିନାୟକ

ନୂଆଦିଲ୍ଲୀ,୧୪।୩: ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି। ମହେନ୍ଦ୍ର ସିଂ ଧୋନି ଅଧିନାୟକ ଭାବରେ ୬୦.୩୮ପ୍ରତିଶତ ମ୍ୟାଚ ଜିତିଛନ୍ତି। ଏପର୍ଯ୍ୟନ୍ତ ଧୋନି…

ଆଗକୁ ନିର୍ବାଚନ: ଭାଜପା ଉପରେ ବଡ଼ ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୧୪।୩: ଭାଜପା ୪୫ଟି କମ୍ପାନୀରୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୪୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ…

୨୩ ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବାକୁ ରାଜ୍ୟ ମାନଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୪।୩: ଅନେକ ସ୍ଥାନରେ ଗୃହପାଳିତ କୁକୁର ଆକ୍ରମଣ ଖବର ଆସିବା ପରେ କେନ୍ଦ୍ର ସରକାର ୨୩ ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତି ନେଇଛନ୍ତି। ପିଟବୁଲ୍…

ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମମତା ବାନାର୍ଜୀଙ୍କ…

ଟୁଇଟ୍ ଡିଲିଟ କଲେ ମନମୋହନ, ଚୁପ୍ ରହିଲା ବିଜେଡି, ପୁଣି ବଢ଼ିଲା ମେଣ୍ଟ ସମ୍ଭାବନା

ଭୁବନେଶ୍ୱର,୧୪।୩: ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମେଣ୍ଟ ଖବର ଆହୁରି ଘନୀଭୂତ ହୋଇଛି। ଗୁରୁବାର ନବୀନ ନିବାସରେ ବିଜେଡି…

ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, ଖାରଜ ହେଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୧୪।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କ୍ୟୁରେଟିଭ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ବର୍ଷ ଅକ୍ଟୋବର ୩୦ରେ, ମଦ ଦୁର୍ନୀତି ମାମଲାରେ ସିସୋଡିଆଙ୍କୁ ଜାମିନ…

ମାର୍ଚ୍ଚ ୧୫ରୁ ହେବ ମାଟ୍ରିକ ଖାତାଦେଖା

କଟକ,୧୪ା୨(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରାୟ…

ଗତ ୧୦ ବର୍ଷରେ ମୋଦି ଅସମ୍ଭବକୁ ସମ୍ଭବ କରିଛନ୍ତି, ତୃତୀୟ ପାଳି ବି ନିଶ୍ଚିତ: ଶାହା

ନୂଆଦିଲ୍ଲୀ,୧୪।୩: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରମୁଖ ନିଷ୍ପତ୍ତିକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିୀ ଅସମ୍ଭବ ମନେହେଉଥିବା ସମସ୍ତ କାର୍ଯ୍ୟ…

ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ଦେଖି ବିଚଳିତ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (ମାର୍ଚ୍ଚ ୧୪) ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସପିଟାଲରେ ଭର୍ତ୍ତି ହୋଇଥିବା…